ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ଖୋଲିବ ସମଯାଜପୁର ରେଲୱେ ଓଭର ବ୍ରିଜ୍‌

ପୁରୀ: ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ନିର୍ମାଣ ହୋଇଥିବା ଭୁବନେଶ୍ୱର-ପୁରୀ ରାସ୍ତାର ସମଯାଜପୁର ରେଲୱେ ଓଭର ବ୍ରିଜ୍‌ ମରାମତି କାମ ସେପ୍ଟେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ସରିବ। ତା’ପରେ ଓଭର ବ୍ରିଜ୍‌ରେ ଗାଡ଼ି ଯିବାଆସିବା କରିବ ବୋଲି ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ଧର୍ମାନନ୍ଦ ଷଡଙ୍ଗୀ ସୂଚନା ଦେଇଛନ୍ତି। ଆଜି ନବକଳେବର ଭିତ୍ତିଭୂମି ତଦାରଖ କମିଟିର ବୈଠକ ବସିଥିଲା। ଏଥିରେ ସମଯାଜପୁର ବ୍ରିଜ୍‌ କାମ ସରୁନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାଟଗାଁରୁ ଷ୍ଟର୍ଲିଂ ବାଇପାସ୍‌ ପର୍ଯ୍ୟନ୍ତ ୧୧ କି.ମି କାମ […]

samajajpur

samajajpur

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 11:31 PM IST

Sports

Latest News

samajajpurପୁରୀ: ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ନିର୍ମାଣ ହୋଇଥିବା ଭୁବନେଶ୍ୱର-ପୁରୀ ରାସ୍ତାର ସମଯାଜପୁର ରେଲୱେ ଓଭର ବ୍ରିଜ୍‌ ମରାମତି କାମ ସେପ୍ଟେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ସରିବ। ତା’ପରେ ଓଭର ବ୍ରିଜ୍‌ରେ ଗାଡ଼ି ଯିବାଆସିବା କରିବ ବୋଲି ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ଧର୍ମାନନ୍ଦ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଆଜି ନବକଳେବର ଭିତ୍ତିଭୂମି ତଦାରଖ କମିଟିର ବୈଠକ ବସିଥିଲା। ଏଥିରେ ସମଯାଜପୁର ବ୍ରିଜ୍‌ କାମ ସରୁନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାଟଗାଁରୁ ଷ୍ଟର୍ଲିଂ ବାଇପାସ୍‌ ପର୍ଯ୍ୟନ୍ତ ୧୧ କି.ମି କାମ କେମିତି ଓ କିପରି କରାଯିବ ତାହା ନେଇ ପ୍ରଶ୍ନ ଉଠାଇଥିଲା ନବକଳେବର ଭିତ୍ତିଭୂମି କମିଟି।

ବୈଠକରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ୮୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବାଇପାସ୍‌ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବର୍ଷାରେ ରାସ୍ତା ଧୋଇ ଯାଇଥିବାରୁ ଲୋକେ ଯିବା ଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି।  ପ୍ରତିଦିନ ଦୁର୍ଘଟଣା ଘଟୁଛି।

ନବକଳେବର ଭିତ୍ତିଭୂମି କମିଟି ଅଧ୍ୟକ୍ଷ ମହାନ୍ତି କହିଛନ୍ତି, “ବାଟଗାଁରୁ ଷ୍ଟର୍ଲିଂ ବାଇପାସ୍‌ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଏନ୍‌ଏଚ୍‌ଏଆଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏ ସମ୍ପର୍କରେ ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ।”

କେନ୍ଦ୍ରାଞ୍ଚଳ ଆରଡିସି ଏ.ବି ଓତା କହିଛନ୍ତି, “ଏହି ରାସ୍ତାରେ ଯେପରି କୌଣସି ଦୁର୍ଘଟଣା ନଘଟେ ତାହା ନିଶ୍ଚିତ କରିବା ପାଇଁ ମୁଁ ଏନ୍‌ଏଚ୍‌ଏଆଇକୁ କହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story