କଲେଜ ଭୋଟ୍‌ ପାଇଁ ବାଜିଲା ବିଗୁଲ: ସେପ୍ଟେମ୍ୱର ୨୩ରେ ନିର୍ବାଚନ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତବର୍ଷ ସେପ୍ଟମ୍ୱର ୨୩ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ୱର ୧୬ ତାରିଖ ସକାଳ ୯ରୁ ୧୨ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ମନୋନୟନ ପତ୍ର ଦାଖଲ କରିବେ। ୧୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୨ରେ “ହ୍ୱାଟ୍‌ ଆଇ ଷ୍ଟାଣ୍ଡ ଫର୍” ମିଟିଂ ହେବ। […]

studenr union election

studenr union election

Rakesh Mallick
  • Published: Friday, 11 August 2017
  • Updated: 11 August 2017, 05:00 PM IST

Sports

Latest News

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତବର୍ଷ ସେପ୍ଟମ୍ୱର ୨୩ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ୱର ୧୬ ତାରିଖ ସକାଳ ୯ରୁ ୧୨ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ମନୋନୟନ ପତ୍ର ଦାଖଲ କରିବେ। ୧୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୨ରେ “ହ୍ୱାଟ୍‌ ଆଇ ଷ୍ଟାଣ୍ଡ ଫର୍” ମିଟିଂ ହେବ। ୨୩ ତାରିଖ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos