ସେଭେନ୍ ହିଲ୍ସ ଜମି ଦୁର୍ନୀତି: ରୋହିତ ସରାଫଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡର ଆଣିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପିପିଲିରେ ସେଭେନ ହିଲ୍ସ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ରୋହିତ କୁମାର ସରାଫଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଛି। ଆଜି ବିମାନ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର କରାଇଥିଲା। ସେଠାରେ ରୋହିତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଇଥିଲା। ରାଜସ୍ଥାନର ନୱାଲଗଡ଼ରୁ ସରାଫଙ୍କୁ ଇଓଡବ୍ଲ୍ୟୁ ଗିରଫ କରିବା ପରେ […]

ttt

ttt

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 09:37 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପିପିଲିରେ ସେଭେନ ହିଲ୍ସ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ରୋହିତ କୁମାର ସରାଫଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଛି। ଆଜି ବିମାନ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର କରାଇଥିଲା। ସେଠାରେ ରୋହିତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଇଥିଲା।

ରାଜସ୍ଥାନର ନୱାଲଗଡ଼ରୁ ସରାଫଙ୍କୁ ଇଓଡବ୍ଲ୍ୟୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା।

ଏହି ଅଭିଯୋଗରେ ସାମିଲ ଥିବା ରୋହିତଙ୍କ ସମେତ ସଜ୍ଜନ କୁମାର ସୁରେଖାଙ୍କୁ ଗିରଫ କରାଯାଇଥିଲା। ସଜ୍ଜନଙ୍କୁ କୋଲକାତାରୁ ଅଣାଯାଇ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିଲା।

ଏହି ମାମଲାରେ ପୋଲିସ୍‌ ଗତ ସେପ୍ଟେମ୍ବର ୨୯ ତାରିଖରେ ସେଭେନ୍‌ ହିଲ୍ସ ଇଷ୍ଟେଟ୍‌ ଏମଡି ଏମ୍‌.ଏସ୍‌. ଶ୍ରୀନିବାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story