କଲେଜ ପାଖରେ ଦେହ ବଜାର: ହୋଟେଲରେ ଚାଲିଥିଲା ସେକ୍ସ ରାକେଟ

କଟକ: ଟ୍ୱିନ୍‌ସିଟିରେ ସେକ୍ସ ରାକେଟ୍‌ କିଛି ନୂଆ କଥା ନୁହେଁ। ହେଲେ ବାରମ୍ବାର ଚଢାଉ ପରେ କିଙ୍ଗପିନ୍‌ମାନେ ପୋଲିସକୁ ଚକମା ଦେବାକୁ ବଦଳାଇ ଦେଇଛନ୍ତି ସେମାନଙ୍କ ରଣକୌଶଳ। ଏବେ ଆଉ ଭଡା ଘର ନୁହେଁ ହୋଟେଲରେ ଚାଲୁଛି ଏପରି ରାକେଟ। ଅତିଥି ସାଜି ଗ୍ରାହକ ମେଣ୍ଟାଉଛନ୍ତି ନିଜ ଦେହର ଭୋକ। ଆଜି କଲେଜ ସ୍କୋୟାର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ କମିଶନରେଟ ପୋଲିସର ଚଢାଉ ପରେ ଏହା ଜଣାପଡିଛି। ତେବେ ଶିକ୍ଷାନୁଷ୍ଠାନ ପାଖରେ ପୁଣି […]

sex

sex

Rakesh Mallick
  • Published: Monday, 10 April 2017
  • Updated: 10 April 2017, 09:07 PM IST

Sports

Latest News

କଟକ: ଟ୍ୱିନ୍‌ସିଟିରେ ସେକ୍ସ ରାକେଟ୍‌ କିଛି ନୂଆ କଥା ନୁହେଁ। ହେଲେ ବାରମ୍ବାର ଚଢାଉ ପରେ କିଙ୍ଗପିନ୍‌ମାନେ ପୋଲିସକୁ ଚକମା ଦେବାକୁ ବଦଳାଇ ଦେଇଛନ୍ତି ସେମାନଙ୍କ ରଣକୌଶଳ। ଏବେ ଆଉ ଭଡା ଘର ନୁହେଁ ହୋଟେଲରେ ଚାଲୁଛି ଏପରି ରାକେଟ। ଅତିଥି ସାଜି ଗ୍ରାହକ ମେଣ୍ଟାଉଛନ୍ତି ନିଜ ଦେହର ଭୋକ। ଆଜି କଲେଜ ସ୍କୋୟାର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ କମିଶନରେଟ ପୋଲିସର ଚଢାଉ ପରେ ଏହା ଜଣାପଡିଛି। ତେବେ ଶିକ୍ଷାନୁଷ୍ଠାନ ପାଖରେ ପୁଣି ଏକ ହୋଟେଲରେ ଏପରି ରାକେଟ ଚାଲିଥିବା  ଜଣାପଡିବା ପରେ ପୋଲିସର ଚିନ୍ତା ବଢି ଯାଇଛି।

ହୋଟେଲରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇବା ପରେ ମାଲଗୋଦାମ ଥାନା ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଯୁବକ ଦ୍ୱୟ ହେଲେ ରାକେଶ ସାହୁ ଏବଂ ସୁବାସ ପ୍ରଧାନ। ହୋଟେଲରୁ ୨ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ତେବେ ରାକେଟର କିଙ୍ଗପିନ ଏବଂ ହୋଟେଲର ମ୍ୟାନେଜର ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story