କୋଲକାତାରୁ ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ ମେହେର ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସର କ୍ୟୁଇକ୍‌ ଆକ୍ସନ୍‌ ଟିମ୍‌ ଗୁରୁବାର କୋଲକାତାରୁ ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ୍‌ ମେହେରକୁ ଗିରଫ କରିଛି। ଏକ ଘରୋଇ ବିମାନରେ ସେ ଅହମ୍ମଦାବାଦରୁ କୋଲକାତାରେ ପହଞ୍ଚିବା ପରେ ପୂର୍ବରୁ ସତର୍କ ଥିବା ପୋଲିସ ଟିମ୍‌ ଏୟାରପୋର୍ଟରୁ ତାକୁ ଗିରଫ କରିଥିଲେ। ସେଠାରେ ତାକୁ ଭୁବନେଶ୍ୱରକୁ ଅଣାଯାଇଛି। ତା’ନାଁରେ ୯ଟି ମାମଲା ରହିଛି। ତା’ମଧ୍ୟରୁ ୩ଟିରେ ସେ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ସେକ୍ସ […]

Sunil Meher 1

Sunil Meher 1

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 03:19 PM IST

Sunil Meher 1ଭୁବନେଶ୍ୱର: କମିଶନରେଟ୍ ପୋଲିସର କ୍ୟୁଇକ୍‌ ଆକ୍ସନ୍‌ ଟିମ୍‌ ଗୁରୁବାର କୋଲକାତାରୁ ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ୍‌ ମେହେରକୁ ଗିରଫ କରିଛି। ଏକ ଘରୋଇ ବିମାନରେ ସେ ଅହମ୍ମଦାବାଦରୁ କୋଲକାତାରେ ପହଞ୍ଚିବା ପରେ ପୂର୍ବରୁ ସତର୍କ ଥିବା ପୋଲିସ ଟିମ୍‌ ଏୟାରପୋର୍ଟରୁ ତାକୁ ଗିରଫ କରିଥିଲେ। ସେଠାରେ ତାକୁ ଭୁବନେଶ୍ୱରକୁ ଅଣାଯାଇଛି। ତା’ନାଁରେ ୯ଟି ମାମଲା ରହିଛି। ତା’ମଧ୍ୟରୁ ୩ଟିରେ ସେ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ୍‌ ଚଳାଉଥିବା ସୁନୀଲ।

ନିକଟରେ ଜଣେ ବିଦେଶିନୀ ଭୁବନେଶ୍ୱର ଆଣି ସେକ୍ସ ରାକେଟ ଚଳାଇବା ପଛରେ ବି ସୁନୀଲର ହାତ ଥିବା ଅଭିଯୋଗ ହୋଇଥିଲା। ବିଦେଶିନୀଙ୍କ ଉଦ୍ଧାର ବେଳେ ଗିରଫ ସେକ୍ସ ରାକେଟ୍‌ର ଜଣେ ସଦସ୍ୟଙ୍କ ଠାରୁ ପୋଲିସ୍ ସୁନୀଲ ସମ୍ପର୍କରେ ସୂଚନା ପାଇଥିଲା।

କୋଲକାତାରୁ ସୁନୀଲ ଗିରଫ ନେଇ ପୋଲିସ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“ସୁନୀଲ ଅହମ୍ମଦାବାଦରୁ କୋଲକତାକୁ ଆଜି ସକାଳ ୯ ଟା ୩୦ରେ ଏକ ଘରୋଇ ବିମାନରେ ଆସିବାର ବିଶେଷ ସୁତ୍ରରୁ ସୂଚନା ମିଳିଥିଲା। ଏଥିପାଇଁ ସେଠାକୁ କୁଇକ୍ ଆକ୍ସନ୍‌ ଟିମ୍‌ର ସଦସ୍ୟଙ୍କୁ ପଠାଯାଇଥିଲା। ସେ ବିମାନରୁ ଓହ୍ଲେଇବା ବେଳେ ବିମାନବନ୍ଦରରୁ ଗିରଫ କରାଯାଇ ଭୁବନେଶ୍ୱରକୁ ଅଣାଯାଇଥିଲା। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ପଚରାଉଚରା ପରେ ତାଠାରୁ ବହୁ କିଛି ତଥ୍ୟ ମିଳିପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story