ଶ୍ରୀମନ୍ଦିର ଜଗମୋହନକୁ ଷ୍ଟିଲ୍ ପିଲାର ଓ ବକ୍ସ ଫ୍ରେମ୍‌ ଜରିଆରେ ଦିଆଯିବ ସୁରକ୍ଷା

ପୁରୀ: ଶ୍ରୀମନ୍ଦିରର ଜଗମୋହନର ସ୍ଥାୟୀ ମରାମତି ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି। ଷ୍ଟିଲ୍‌ ପିଲାର ଓ ବକ୍ସ ଫ୍ରେମ୍ ଜରିଆରେ ସୁରକ୍ଷା ଦିଆଯିବ। ଚାରୋଟି ସ୍ଥାୟୀ ସ୍ତମ୍ଭକୁ ସପୋର୍ଟ ଦେବା ପାଇଁ ଅତିରିକ୍ତ ଷ୍ଟେନ୍‌ଲେସ୍ ଷ୍ଟିଲ୍ ସ୍ତମ୍ଭ ନିର୍ମାଣ କରାଯିବ। ପ୍ରତି ବିମ୍‌ରେ ପୋଟାଲ୍ ବକ୍ସ ଫ୍ରେମ୍ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ପ୍ରସନ୍ନ ହୋତା ସୂଚନା ଦେଇଛନ୍ତି। ଗତ ୨୬ ତାରିଖରେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ […]

temple

temple

Rakesh Mallick
  • Published: Friday, 29 July 2016
  • Updated: 29 July 2016, 09:36 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରର ଜଗମୋହନର ସ୍ଥାୟୀ ମରାମତି ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି। ଷ୍ଟିଲ୍‌ ପିଲାର ଓ ବକ୍ସ ଫ୍ରେମ୍ ଜରିଆରେ ସୁରକ୍ଷା ଦିଆଯିବ। ଚାରୋଟି ସ୍ଥାୟୀ ସ୍ତମ୍ଭକୁ ସପୋର୍ଟ ଦେବା ପାଇଁ ଅତିରିକ୍ତ ଷ୍ଟେନ୍‌ଲେସ୍ ଷ୍ଟିଲ୍ ସ୍ତମ୍ଭ ନିର୍ମାଣ କରାଯିବ। ପ୍ରତି ବିମ୍‌ରେ ପୋଟାଲ୍ ବକ୍ସ ଫ୍ରେମ୍ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ପ୍ରସନ୍ନ ହୋତା ସୂଚନା ଦେଇଛନ୍ତି। ଗତ ୨୬ ତାରିଖରେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି,“ସାତ ଗୋଟି ପକେଟ୍‌କୁ କେବଳ ପିନିଂ କରାଯାଇ ସୁରକ୍ଷିତ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏ ସମସ୍ତ କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଛି। ଏହି କାର୍ଯ୍ୟ କିପରି ଆରମ୍ଭ କରାଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଚିନ୍ତିତ ଯୋଜନା କରାଯିବ।”

ସେ ଆହୁରି କହିଛନ୍ତି,“ଏ ସବୁ ମରାମତି କାର୍ଯ୍ୟ ଜଗମୋହନର ମୂଳଦୁଆକୁ ନ ଖୋଳି କରିବାକୁ ଏଏସ୍‌ଆଇ ନିର୍ଦ୍ଦେଶ ଦେଇଛି।”

କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟିର ସଦସ୍ୟ ପ୍ରଫେସର ଗୋପାଳ ଚନ୍ଦ୍ର ମିତ୍ର, ଡ. ଏନ୍‌.ସି ପାଲ୍, ଆଇ.ଆଇ.ଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସର ଅରୁଣ ମେନନ, ମନୁମେଣ୍ଟ ଡାଇରେକ୍ଟର ଏ.କେ ପଟେଲ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story