‘ଶ୍ରେୟା’କୁ ମିଳିବ ମାଆ କୋଳ

କୋରାପୁଟ: ଶ୍ରେୟାକୁ ମିଳିବ ନୂଆ ପରିଚୟ। ଅନାଥ ଆଶ୍ରମ ନୁହେଁ, ବରଂ ବାପା ମା’ଙ୍କ କୋଳରେ ବଢ଼ିବ ଶ୍ରେୟା।  ଏଥିପାଇଁ ପଥ ପରିଷ୍କାର କରିଛି ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସଏଜେନ୍ସି ବା କାରା। ପୋଲିସ ତଦନ୍ତକୁ ଅପେକ୍ଷା ନକରି ନିୟମ ଅନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କାରା ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ ଖୁବ୍ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। […]

child

child

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 04:16 AM IST

Sports

Latest News

କୋରାପୁଟ: ଶ୍ରେୟାକୁ ମିଳିବ ନୂଆ ପରିଚୟ। ଅନାଥ ଆଶ୍ରମ ନୁହେଁ, ବରଂ ବାପା ମା’ଙ୍କ କୋଳରେ ବଢ଼ିବ ଶ୍ରେୟା।  ଏଥିପାଇଁ ପଥ ପରିଷ୍କାର କରିଛି ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସଏଜେନ୍ସି ବା କାରା। ପୋଲିସ ତଦନ୍ତକୁ ଅପେକ୍ଷା ନକରି ନିୟମ ଅନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କାରା ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ ଖୁବ୍ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

ଗତ ଜୁଲାଇ ୧୨ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡ଼ି ଗାଁ ନିକଟ ନୀଳଗିରି ଜଙ୍ଗଲରେ ମାଆର ମୃତଦେହ ପାଖରେ ଅସହାୟ ଅବସ୍ଥାରେ କାନ୍ଦୁଥିବା ବେଳେ ୧୧ମାସର ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ସେହି ଶିଶୁକନ୍ୟାଟିର ଏପର୍ଯ୍ୟନ୍ତ କେହି ଦାବିଦାର ଆସିନାହାନ୍ତି। ତେଣୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାରାର ସିଇଓଙ୍କୁ ଗତମାସ ୨୧ତାରିଖରେ ଚିଠି ଲେଖି ପରାମର୍ଶ ମାଗିଥିଲେ।

ମାଆ ତୁ ଉଠୁନୁ କାହିଁକି ? ମହିଳାଙ୍କ ମୃତଦେହ ପାଖରେ ବସି କାନ୍ଦୁଛି କଅଁଳା ଶିଶୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story