ଚିଟ୍‌ଫଣ୍ଡ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କଲେ ଯୁଗ୍ମ ନିର୍ଦ୍ଦେଶକ ନବୀନ ସିଂହ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ଯୁଗ୍ମ ନିର୍ଦ୍ଦେଶକ ନୀବନ ସିଂହ ଆଜି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଆସି ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ୪୪ଟି ଚିଟ୍‌ଫଣ୍ଡ ସଂସ୍ଥାର ଠକେଇ ନେଇ ତଦନ୍ତ କରୁଥିବା ୧୬ ତଦନ୍ତକାରୀ ଅଧିକାରୀଙ୍କ ସହିତ ସେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ବାହାରର କିଛି ଅଧିକାରୀ ମଧ୍ୟ ଅଛନ୍ତି। ଚିଟ୍‌ଫଣ୍ଡ ମାମଲା ଗୁଡ଼ିକର ତଦନ୍ତରେ କେତେ ଅଗ୍ରଗତି ହୋଇଛି ଓ ଆଗକୁ ତଦନ୍ତର […]

CBI

CBI

Rakesh Mallick
  • Published: Monday, 22 August 2016
  • Updated: 22 August 2016, 08:38 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ଯୁଗ୍ମ ନିର୍ଦ୍ଦେଶକ ନୀବନ ସିଂହ ଆଜି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଆସି ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ୪୪ଟି ଚିଟ୍‌ଫଣ୍ଡ ସଂସ୍ଥାର ଠକେଇ ନେଇ ତଦନ୍ତ କରୁଥିବା ୧୬ ତଦନ୍ତକାରୀ ଅଧିକାରୀଙ୍କ ସହିତ ସେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ବାହାରର କିଛି ଅଧିକାରୀ ମଧ୍ୟ ଅଛନ୍ତି। ଚିଟ୍‌ଫଣ୍ଡ ମାମଲା ଗୁଡ଼ିକର ତଦନ୍ତରେ କେତେ ଅଗ୍ରଗତି ହୋଇଛି ଓ ଆଗକୁ ତଦନ୍ତର ରୂପରେଖ କେମିତି ହେବ ତାହା ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story