ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ୬ ଇଣ୍ଡିଗୋ ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ୬ଟି ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। କୋଲକତାରେ ପାଗ ଖରାପ ଥିବାରୁ ଏହି ବିମାନଗୁଡ଼ିକ ଏଠାରେ ଅବତରଣ କରିଛି।

ସେହିପରି ପାଗ ଖରାପ ଯୋଗୁଁ କୋଲକତା ଦେଇ ଭୁବନେଶ୍ୱର ଆସିବାକୁ ଥିବା ବିମାନ ମଧ୍ୟ ଆସିପାରୁନି।