ଗଠନ ହେଲା ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି, ସୁବ୍ରତ ବାଗଚି ଅଥରିଟି ମୁଖ୍ୟ

ଭୁବନେଶ୍ୱର: ରାଜ୍ୟରେ ସ୍କିଲ ଡେଭଲପମେଣ୍ଟ ଅଥରିଟି ଗଠନ କରାଯାଇଛି। ବିଶିଷ୍ଟ ଆଇଟି ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ଏହାସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି। ମେ’ ୧ ତାରିଖରେ ବାଗଚି ଦାୟିତ୍ୱ ଗ୍ରହଣ କରିବେ। ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ସାଙ୍ଗକୁ ଯୁବ ପୀଢିଙ୍କ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବା ଲାଗି ଯୋଗ୍ୟ କରିବା ଦିଗରେ ଏହି ଅଥରିଟି […]

subrat

subrat

Rakesh Mallick
  • Published: Friday, 29 April 2016
  • Updated: 30 April 2016, 04:34 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ସ୍କିଲ ଡେଭଲପମେଣ୍ଟ ଅଥରିଟି ଗଠନ କରାଯାଇଛି। ବିଶିଷ୍ଟ ଆଇଟି ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ଏହାସହ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି। ମେ’ ୧ ତାରିଖରେ ବାଗଚି ଦାୟିତ୍ୱ ଗ୍ରହଣ କରିବେ।

ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ସାଙ୍ଗକୁ ଯୁବ ପୀଢିଙ୍କ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବା ଲାଗି ଯୋଗ୍ୟ କରିବା ଦିଗରେ ଏହି ଅଥରିଟି ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାଗଚି କହିଛନ୍ତି, “ଏହା ମୋ କର୍ମୀ ଜୀବନର ଶ୍ରେଷ୍ଠ ସୌଭାଗ୍ୟ। ଓଡ଼ିଶାରେ ରହି ଓଡ଼ିଆ ପୁଅ ଝିଅଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳିବ। ସେମାନଙ୍କ ସ୍କିଲ ଡେଭଲପ କରି ବିଶ୍ୱ ଦରକାରରେ ସେମାନଙ୍କୁ ପ୍ରତିଷ୍ଠା କରାଇବାକୁ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story