ତୃତୀୟ ପର୍ଯ୍ୟାୟ ସ୍ମାର୍ଟସିଟି ତାଲିକାରେ ରାଉରକେଲା

ଭୁବନେଶ୍ୱର: ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ତୃତୀୟ ପର୍ଯ୍ୟାୟ ସ୍ମାର୍ଟଟିସି ତାଲିକା। ଏଥିରେ ସ୍ଥାନ ପାଇଥିବା ୨୭ ସହର ମଧ୍ୟରେ ରହିଛି ରାଉରକେଲା। ଏହା ଜଣାପଡିବା ପରେ ରାଉରକେଲା ସହରବାସୀ ରାସ୍ତାକୁ ଓହ୍ଲାଇ ଖୁସି ମନାଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ଥାନ ପାଇଥିଲା। ଆଜି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଏମ୍‌. ଭେଙ୍କିୟା ନାଇଡୁ ତୃତୀୟ ପର୍ଯ୍ୟାୟ ସ୍ମାର୍ଟସିଟି ତାଲିକା ଘୋଷଣା କରିଥିଲେ। ରାଉରକେଲା ବିଧାୟକ ଦିଲୀପ ରାୟ କହିଛନ୍ତି,“ରାଉରକେଲାକୁ ସ୍ମାର୍ଟ୍‌ସିଟି ତାଲିକାରେ ସାମିଲ କରାଯାଇଥିବାରୁ […]

roulkela

roulkela

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 08:06 PM IST

Sports

Latest News

roulkelaଭୁବନେଶ୍ୱର: ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ତୃତୀୟ ପର୍ଯ୍ୟାୟ ସ୍ମାର୍ଟଟିସି ତାଲିକା। ଏଥିରେ ସ୍ଥାନ ପାଇଥିବା ୨୭ ସହର ମଧ୍ୟରେ ରହିଛି ରାଉରକେଲା। ଏହା ଜଣାପଡିବା ପରେ ରାଉରକେଲା ସହରବାସୀ ରାସ୍ତାକୁ ଓହ୍ଲାଇ ଖୁସି ମନାଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ଥାନ ପାଇଥିଲା।

ଆଜି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଏମ୍‌. ଭେଙ୍କିୟା ନାଇଡୁ ତୃତୀୟ ପର୍ଯ୍ୟାୟ ସ୍ମାର୍ଟସିଟି ତାଲିକା ଘୋଷଣା କରିଥିଲେ।

ରାଉରକେଲା ବିଧାୟକ ଦିଲୀପ ରାୟ କହିଛନ୍ତି,“ରାଉରକେଲାକୁ ସ୍ମାର୍ଟ୍‌ସିଟି ତାଲିକାରେ ସାମିଲ କରାଯାଇଥିବାରୁ ମୁଁ ବହୁତ ଖୁସି। ଆମେ ଭାବୁଥିଲୁ ପ୍ରଥମ ପର୍ଯ୍ୟାୟରେ ସାମିଲ ହେବୁ। ମାତ୍ର କେତେକ ଟେକ୍ନିକାଲ ସମସ୍ୟା ପାଇଁ ଆମେ ସାମିଲ ହୋଇ ପାରି ନ ଥିଲୁ। ଏଥର ରାଉରକେଲା ସ୍ମାର୍ଟ୍‌ସିଟି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭେଙ୍ଗିଆ ନାଇଡୁଙ୍କୁ ଧନ୍ୟବାଦ ଦେଉଛି।”

ପ୍ରକାଶ ପାଇଥିବା ସ୍ମାର୍ଟସିଟି ତାଲିକାରେ ମହାରାଷ୍ଟ୍ରର ସର୍ବାଧିକ ୫ଟି ସହର ରହିଛି। ୨୭ଟି ସହର ମଧ୍ୟରେ ରହିଛି ଉତ୍ତରପ୍ରଦେଶର ଆଗ୍ରା, ରାଜସ୍ଥାନ ଆଜମୀର, ପଞ୍ଜାବର ଅମୃତସହ, ମହାରାଷ୍ଟ୍ରର ଔରଙ୍ଗାବାଦ, ମଧ୍ୟପ୍ରଦେଶର ଗୌୱାଲିଅର, କର୍ଣ୍ଣାଟକର ହୁବଳି-ଦରୱାର୍ଡ, ପଞ୍ଜାବର ଜଳନ୍ଧର, ମହାରାଷ୍ଟ୍ରର କଲ୍ୟାଣ-ଦାମ୍ୱିଭାଲି, ଉତ୍ତରପ୍ରଦେଶର କାନପୁର, ନାଗାଲାଣ୍ଡର କୋହିମା, ରାଜସ୍ଥାନର କୋଟା, ତାମିଲନାଡୁର ମଦୁରାଇ, କର୍ଣ୍ଣାଟକର ମାଙ୍ଗାଲୁରୁ, ମହାରାଷ୍ଟ୍ରର ନାଗପୁର, ସିକିମର ନାମଚି, ମହାରାଷ୍ଟ୍ରର ନାସିକ, ତାମିଲନାଡୁର ସଲେମ, କର୍ଣ୍ଣାଟକର ଶିଭାମୋଗ୍ଗା, ମହାରାଷ୍ଟ୍ରର ଥାନେ, ତାମିଲନାଡୁର ଥାନଯାଭୁର, ଆନ୍ଧ୍ରପ୍ରଦେଶର ତିରୁପତି, କର୍ଣ୍ଣାଟକର ତୁମାକୁରୁ, ମଧ୍ୟପ୍ରଦେଶର ଉଜ୍ଜ୍ୱୟିନି, ଗୁଜୁରାଟର ଭଦୋଦରା, ଉତ୍ତରପ୍ରଦେଶର ବାରଣାସୀ ଓ ତାମିଲନାଡୁର ଭେଲୋର ରହିଛି।

୬୩ଟି ସହରରରୁ ଏହି ୨୭ଟି ସହରକୁ ମନୋନୀତ କରାଯାଇଛି। ଏହି ସହରଗୁଡିକ ପାଇଁ ୬୬ହଜାର ୮୮୩ କୋଟି ଟଙ୍କା ନିବେଶ କରାଯିବ। ଏହାସହ ସ୍ମାର୍ଟସିଟି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୬୦ଟି ସହର ସ୍ଥାନ ପାଇ ସାରିଛି। ଏହି ସହରଗୁଡିକର ବିକାଶ ପାଇଁ ମୋଟ ୧ ଲକ୍ଷ ୪୪ ହଜାର ୭୪୨ କୋଟି ଟଙ୍କା ନିବେଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story