ଶୁକ୍ରାଣୁ ବିଷୟରେ ଏହିସବୁ କଥା ଜାଣିଲେ ଦୂର ହୋଇଯିବ ଆପଣଙ୍କ ଭ୍ରମ

ପ୍ରଜନନ ପାଇଁ ସ୍ପର୍ମ ବା ଶୁକ୍ରାଣୁର ଆବଶ୍ୟକତା ଥାଏ। କିନ୍ତୁ ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ଧାରଣା ରହିଛି। ଆଜି ପର୍ଯ୍ୟନ୍ତ ଆମ ଦେଶରେ ଯୌନ ଜୀବନ ସମ୍ପର୍କିତ କୌଣସି ଚର୍ଚ୍ଚା ଖୋଲାଖୋଲି ଭାବରେ ହୋଇନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ଏପରି ଭ୍ରାନ୍ତ ଧାରଣା ଓ ଭୟ ଜନ୍ମାଇ ଥାଏ। ଆଜି ଆମେ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହାକୁ ଜାଣିଲେ ଆପଣଙ୍କ ଭ୍ରମ ଦୂର ହୋଇଯିବ। ୧୦ ସପ୍ତାହରେ […]

sperm

sperm

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 03:48 PM IST

Sports

Latest News

ପ୍ରଜନନ ପାଇଁ ସ୍ପର୍ମ ବା ଶୁକ୍ରାଣୁର ଆବଶ୍ୟକତା ଥାଏ। କିନ୍ତୁ ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ଧାରଣା ରହିଛି। ଆଜି ପର୍ଯ୍ୟନ୍ତ ଆମ ଦେଶରେ ଯୌନ ଜୀବନ ସମ୍ପର୍କିତ କୌଣସି ଚର୍ଚ୍ଚା ଖୋଲାଖୋଲି ଭାବରେ ହୋଇନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ଏପରି ଭ୍ରାନ୍ତ ଧାରଣା ଓ ଭୟ ଜନ୍ମାଇ ଥାଏ। ଆଜି ଆମେ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହାକୁ ଜାଣିଲେ ଆପଣଙ୍କ ଭ୍ରମ ଦୂର ହୋଇଯିବ।

୧୦ ସପ୍ତାହରେ ତିଆରି ହୋଇଥାଏ ଶୁକ୍ରାଣୁ: ସ୍ଖଳନ ପରେ ପୁଣି ଥରେ ଶୁକ୍ରାଣୁ ତିଆରି ହେବା ପାଇଁ ପ୍ରାୟ ୧୦ ସପ୍ତାହ ସମୟ ଲାଗିଥାଏ। ସର୍ବପ୍ରଥମେ ଅଣ୍ଡକୋଷରେ ଶୁକ୍ରାଣୁ ତିଆରି ହୋଇଥାଏ। ପରେ ପରିପକ୍ୱ ହେବା ପାଇଁ ଏହା ଏପିଡିଡିମିସ୍‌କୁ ଚାଲିଯାଏ। ସେଠାରୁ ନଳୀ ମାଧ୍ୟମରେ ଯାଇ ବୀର୍ଯ୍ୟ ମୁଣିରେ ଥିବା ବୀର୍ଯ୍ୟରେ ମିଶି ଯାଇଥାଏ। ପରେ ପ୍ରୋଷ୍ଟେଟ୍ ବା ପୁରଷଗ୍ରନ୍ଥୀରୁ ଅନ୍ୟ ଦ୍ରବ୍ୟ ଏଥିରେ ମିଶିବା ପରେ ବୀର୍ଯ୍ୟ ସ୍ଖଳନ ପାଇଁ ପ୍ରସ୍ତୁତ ହୋଇଥାଏ।

ଶୁକ୍ରାଣୁ ତିଆରି ବନ୍ଦ ହୁଏନି: ମହିଳାଙ୍କ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବୟସରେ ଡିମ୍ବାଣୁ ତିଆରି ହେବା ବନ୍ଦ ହୋଇଯାଇଥାଏ। କିନ୍ତୁ ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ତିଆରି ହେବା ବନ୍ଦ ହୁଏ ନାହିଁ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପୁରୁଷଙ୍କ କ୍ଷେତ୍ରରେ ଶୁକ୍ରାଣୁ ତିଆରି କମି ଯାଇଥାଏ, ହେଲେ ଏହା ଜୀବନ ବ୍ୟାପି ତିଆରି ହୋଇଥାଏ।

ମାସରେ ୪ଥର ସ୍ଖଳନ ଆବଶ୍ୟକ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଶୁକ୍ରାଣୁର ଗୁଣବତ୍ତା ବଜାଇ ରଖିବାକୁ ହେଲେ ମାସରେ ୪ ଥର ବୀର୍ଯ୍ୟ ସ୍ଖଳନ ହେବା ନିହାତି ଆବଶ୍ୟକ। କମ୍‌ ମାତ୍ରାରେ ବୀର୍ଯ୍ୟ ସ୍ଖଳନ ହେଲେ ଶୁକ୍ରାଣୁ ସଂଖ୍ୟା କମିଯିବାର ଆଶଙ୍କା ରହିଥାଏ। ସେହିଭଳି ବାରମ୍ବାର ସ୍ଖଳନ ହେଲେ ମଧ୍ୟ ଶୁକ୍ରାଣ ସଂଖ୍ୟା କମିଯାଏ ସତ, କିନ୍ତୁ ଏହାର ଗୁଣବତ୍ତାରେ କୌଣସି ପ୍ରଭାବ ପଡ଼ି ନଥାଏ।

ମିଲିଗ୍ରାମ ପ୍ରତି ୧୫-୧୦୦ ମିଲିୟନ ଶୁକ୍ରାଣୁ ହେବା ଆବଶ୍ୟକ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାଧାରଣ ଭାବେ ଶୁକ୍ରାଣୁର ଗଣତି ୧୫-୧୦୦ ମିଲିୟନ ପ୍ରତି ମିଲିଗ୍ରାମ ହେବା ଆବଶ୍ୟକ। ବାପା ହେବା ପାଇଁ ଏହି ସାଧାରଣଭାବେ ଶୁକ୍ରାଣୁର ଅନୁପାତ ଏମିତି ରହିବା ଆବଶ୍ୟକ।

’ଣ ଖାଇଲେ ଶୁକ୍ରାଣୁ ବୃଦ୍ଧି ପାଇଥାଏ: ଶୁକ୍ରାଣୁ ବୃଦ୍ଧି ପାଇଁ ପୁରୁଷମାନଙ୍କୁ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ। ଏଥିପାଇଁ ଗାଜର ଜୁସ, ବାଦାମ, ରସୁଣ ଓ ପିଆଜ ଅଧିକ ଖାଇବା ଆବଶ୍ୟକ। ଏଗୁଡ଼ିକ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story