ଅଖାରେ ଶବ ବୁହା ଘଟଣା: ମୃତ୍ୟୁ ପୂର୍ବରୁ ବୃଦ୍ଧାଙ୍କୁ ନ ନେଇ ଚାଲି ଯାଇଥିଲା ୧୦୮ ଆମ୍ବୁଲାନ୍ସ

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ବୃଦ୍ଧାଙ୍କ ମରଶରୀରକୁ ଖଣ୍ଡ ଖଣ୍ଡ କରି ଅଖାରେ ପୁରାଇ ଭାର କରିନେବା ଘଟଣା ଭିନ୍ନ ମୋଡ ନେଇଛି। ମୃତ୍ୟୁ ପୂର୍ବରୁ ବୃଦ୍ଧାଙ୍କୁ ଉଚିତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ମୃତ୍ୟୁ ସହ ସଂଘର୍ଷ କରୁଥିବା ବୃଦ୍ଧାଙ୍କୁ ୧୦୮ ଆମ୍ବୁଲାନ୍ସ ଡାକ୍ତରଖାନା ନେଇ ନ ଥିବା ଟ୍ରେନ୍ ଚାଳକ କରିଥିବା ଷ୍ଟେସନ୍‌ ଡାଏରୀରୁ ଜଣାପଡ଼ିଛି। ଏହି ଘଟଣାର ତଦନ୍ତକରି ଜିଆରପିର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଜିଆରପି […]

sora

sora

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 09:45 PM IST

Sports

Latest News

soraସୋର: ବାଲେଶ୍ୱର ଜିଲ୍ଲା ସୋରରେ ବୃଦ୍ଧାଙ୍କ ମରଶରୀରକୁ ଖଣ୍ଡ ଖଣ୍ଡ କରି ଅଖାରେ ପୁରାଇ ଭାର କରିନେବା ଘଟଣା ଭିନ୍ନ ମୋଡ ନେଇଛି। ମୃତ୍ୟୁ ପୂର୍ବରୁ ବୃଦ୍ଧାଙ୍କୁ ଉଚିତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ମୃତ୍ୟୁ ସହ ସଂଘର୍ଷ କରୁଥିବା ବୃଦ୍ଧାଙ୍କୁ ୧୦୮ ଆମ୍ବୁଲାନ୍ସ ଡାକ୍ତରଖାନା ନେଇ ନ ଥିବା ଟ୍ରେନ୍ ଚାଳକ କରିଥିବା ଷ୍ଟେସନ୍‌ ଡାଏରୀରୁ ଜଣାପଡ଼ିଛି। ଏହି ଘଟଣାର ତଦନ୍ତକରି ଜିଆରପିର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଜିଆରପି ଥାନା ଏଏସ୍‌ଆଇ ପ୍ରତାପ ରୁଦ୍ର ମିଶ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ବାହାନଗା ବଜାର ଷ୍ଟେସନ୍‌ରେ ହୋଇଥିବା ଡାଏରୀରୁ ପ୍ରକାଶ ଯେ ଗତ ୨୪ ତାରିଖ ସକାଳ ୭ଟା ୨୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍‌ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିଲେ। ଆହତ ବୃଦ୍ଧାଙ୍କୁ ଡାକ୍ତରଖାନା ନେବା ପାଇଁ ସକାଳ ସାଢ଼େ ସାତଟାରେ ଟ୍ରେନ୍‌ ଚାଳକ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ୭ଟା ୫୦ ମିନିଟ୍‌ରେ ଆମ୍ୱୁଲାନ୍ସ ଆସିଥିଲା।  କିନ୍ତୁ ବୃଦ୍ଧାଙ୍କୁ ନ ନେଇ ୮ଟା ୦୫ ମିନିଟ୍‌ରେ ପଳାଇଥିଲା। ପରେ ଅନ୍ୟ ଏକ ଗାଡ଼ିରେ ବୃଦ୍ଧାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ବାରଣ୍ଡାରେ ମରଶରୀର ଗୋଡକୁ ମୋଡି ଭାଙ୍ଗି ଅଖାରେ ପୁରାଇ ଥିଲେ ସୁଇପର।  ତା’ପରେ ଭାର କରି ସୋର ଷ୍ଟେସନ୍‌କୁ ନେଇ ଯାଇଥିଲେ।

ଏବେ ୧୦୮ ଆମ୍ୱୁଲାନ୍ସ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ। ସେ କହିଛନ୍ତି, “ଏପରି ଜୀବନମରଣ ସମସ୍ୟାରେ ଥିବା ବେଳେ ଗୋଟିଏ ରୋଗୀକୁ ନେବାକୁ ଯଦି ଆମ୍ୱୁଲାନ୍ସ ମନା କରୁଛି, ତାଙ୍କର କଣ ଅଧିକାର ରହିଛି ଚାକିରିରେ ରହିବା ପାଇଁ ? ତାଙ୍କୁ ଗିରଫ କରି ଜେଲ ପଠାଯିବା କଥା। ଏହାକୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କେବଳ ଡ୍ରାଇଭର ନୁହେଁ, ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।”

ବାଲେଶ୍ୱର ସିଡିଏମ୍‌ଓ ଭବାନୀଶଙ୍କର ପାଣି କହିଛନ୍ତି, “ରିପୋର୍ଟ ପାଇବା ପରେ ଅନୁଧ୍ୟାନ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story