ବାଲେଶ୍ୱର ଓ ବରଗଡ଼ରେ ଦୁଇ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସୋର/ବରଗଡ଼: ରାଜ୍ୟରେ ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ଦୁଇ ଅଭିଯୋଗ ଆସିଛି ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ପରମାନନ୍ଦ ଘଡ଼େଇ (୬୨)। ତାଙ୍କ ଘର ଜିଲ୍ଲାର ସୋର ଅଞ୍ଚଳର ଦହିସରା ନୂଆଗାଁରେ। ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତ ପରମାନନ୍ଦ ଧାର ଉଧାର ଓ ଋଣ କରି ୫ ଏକର ଜମିରେ […]

chasi

chasi

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 10:36 AM IST

Sports

Latest News

[caption id="attachment_46391" align="alignleft" width="300"]baragada-framer death ବରଗଡ଼ରେ ଆତ୍ମହତ୍ୟା କରିଥିବା ଚାଷୀ[/caption]

ସୋର/ବରଗଡ଼: ରାଜ୍ୟରେ ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ଦୁଇ ଅଭିଯୋଗ ଆସିଛି ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରୁ।

ବାଲେଶ୍ୱର ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ପରମାନନ୍ଦ ଘଡ଼େଇ (୬୨)। ତାଙ୍କ ଘର ଜିଲ୍ଲାର ସୋର ଅଞ୍ଚଳର ଦହିସରା ନୂଆଗାଁରେ। ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମୃତ ପରମାନନ୍ଦ ଧାର ଉଧାର ଓ ଋଣ କରି ୫ ଏକର ଜମିରେ ଚାଷ କରିଥିଲେ। ଏଥିପାଇଁ ସେ ସମବାୟ ବ୍ୟାଙ୍କରୁ ୩୪ ହଜାର ଟଙ୍କା ଋଣ କରିଥିଲେ। ଏହାବାଦ ହାତଉଧାରିରେ ୬୦ ହଜାରରୁ ଅଧିକ ଟଙ୍କା ଆଣିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା। ଆଜି ସେ ଚାଷ ଜମିକୁ ଯାଇଥିଲେ। ସେଠାରେ ଉଜୁଡା ଜମିକୁ ଦେଖି ମାନସିକ ଭାରସାମ୍ୟ ହରାଇ ଟ୍ରେନ୍ ଆଗକୁ ଡେଉଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ତରଣୀ ପରିହା। ତାଙ୍କ ଘର ସୋହେଲା ବ୍ଲକ୍ ଅନ୍ତର୍ଗତ ବିରିପାଲି ଗାଁରେ। ଗତକାଲି ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story