ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ କଲେଜରେ ଚାଲିଛି ଜୋରଦାର କ୍ୟାମ୍ପେନିଂ

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ କ୍ୟାମ୍ପସରେ ଜୋର ଧରିଛି କ୍ୟାମ୍ପେନିଂ। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ କଲେଜରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ୧୩ ତାରିଖରେ ହ୍ୱାଓ ଆଇ ଷ୍ଟାଣ୍ଡ ଫର ମିଟିଂ ଓ ୧୪ରେ ଭୋଟ ସହ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଏଣୁ ଆଜିଠାରୁ କଲେଜରେ ସିଧାସଳଖ ପ୍ରାର୍ଥୀମାନେ ସହପାଠୀ ଭୋଟରଙ୍କୁ ଭେଟି ନିଜ ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରୁଛନ୍ତି […]

collage

collage

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 09:14 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ କ୍ୟାମ୍ପସରେ ଜୋର ଧରିଛି କ୍ୟାମ୍ପେନିଂ। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ କଲେଜରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ୧୩ ତାରିଖରେ ହ୍ୱାଓ ଆଇ ଷ୍ଟାଣ୍ଡ ଫର ମିଟିଂ ଓ ୧୪ରେ ଭୋଟ ସହ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଏଣୁ ଆଜିଠାରୁ କଲେଜରେ ସିଧାସଳଖ ପ୍ରାର୍ଥୀମାନେ ସହପାଠୀ ଭୋଟରଙ୍କୁ ଭେଟି ନିଜ ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରୁଛନ୍ତି । ପୁସିଂକାର୍ଡ, ଫୁଲ ଓ ଛୋଟ ଛୋଟ ଗିଫ୍ଟ ଦେଇ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀମାନେ । ତେବେ ଗତକାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ନଜରକୁ ଆସିଥିଲା। ଫଳରେ କେତେକ ସ୍ଥାନରେ ନିର୍ବାଚନ ବାତିଲ କରାଯାଇଥିବାବେଳେ ଆଉ କିଛି ସ୍ଥାନରେ କଲେଜକୁ ସାଇନ୍ ଏ ଡାଏ ଘୋଷଣା କରାଯାଇଛି।

ଭୁବନେଶ୍ୱର ମହର୍ଷି କଲେଜରେ ୩ଜଣ ଆଶାୟୀଙ୍କୁ ଛାଡିଦେଇ ଅନ୍ୟମାନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବାରୁ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷ କଲେଜକୁ ସାଇନ ଏ ଡାଏ ଘୋଷଣା କରିଦେଇଥିଲେ । ସେହିପରି ଭୁବନେଶ୍ୱର ରାଜଧାନୀ କଲେଜରେ ଉତ୍ତେଜିତ ଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପରେ କଲେଜରେ ନିର୍ବାଚନକୁ ବାତିଲ କରାଯିବା ସହ ସାଇନ ଏ ଡାଏ ଘୋଷଣା କରାଯାଇଛି। ଭୁବନେଶ୍ୱର ସିଟି ଓମେନସ୍ କଲେଜରେ ଚଳିତଥର ନିର୍ବାଚନକୁ ବାତିଲ କରାଯାଇଛି। ହିଂସାତ୍ମକ ବାତାରଣ ଉପୁଜିବା ଆଶଙ୍କାରେ କଲେଜ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷେ ରାମଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚୂଡାନ୍ତ ପ୍ରାର୍ଥିନୀଙ୍କ ତାଲିକା ପ୍ରକାଶ ପାଇବା ପରେ ହଷ୍ଟେଲ ଉପରେ ବୋମାମାଡ କରାଯାଇଛି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ଫିଙ୍ଗିଥିଲେ । ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିଲେ ବି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ମହାବିଦ୍ୟାଳୟ ନିର୍ବାଚନ ଭଣ୍ଡୁର କରିବାକୁ ଏପରି କରାଯାଇଥିବା ଅଭିଯୋଗ ହୋଇଛି ।

ଜୟପୁର ବିକ୍ରମ ଦେବ କଲେଜରେ ଭାଇସ ପ୍ରେସିଡେଣ୍ଟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣେ ଛାତ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ଭଙ୍ଗ।ରୁଜା ହୋଇଥିଲା । ଛାତ୍ରଛାତ୍ରୀମାନେ ମୁଖ୍ୟ ଫ।ଟକରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଢେଙ୍କ।ନାଳ ସ୍ୱୟଂଶାସିତ କଲେଜରେ କିଛି ପ୍ରର୍ଥୀଙ୍କ ନାଁ କଟି ଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରମାନେ କଲେଜରେ ଭଙ୍ଗ।ରୁଜା କରିବା ସହ ରାସ୍ତାରୋକ କରିଥିଲେ । ଫଳରେ କଲେଜ କୁର୍ତ୍ତୃପକ୍ଷ ସାଇନ ଏ ଡାଏ ଘୋଷଣା କରିଦେଇଛନ୍ତି । ସେହିପରି ବାରିପଦା ଏମ.ପି.ସି. ଜୁନିୟର କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ। ପରେ ଛାତ୍ରମାନେ କଲେଜ ଆଗରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ। ଖଲିକୋଟ ବିଶ୍ୱବିଦ୍ୟାଳୟରେ ମଧ୍ୟ ପାର୍ଥିପତ୍ର ନାକଚ ହୋଇଯିବାରୁ  ଅଶାନ୍ତି ଦେଖାଦେଇଥିଲା । ଛାତ୍ରମାନେ କୁଳ ସଚିବଙ୍କୁ ଭେଟି ନିଜର ଅସନ୍ତୋଷ ଜାହିର କରିବା ସହ ନିର୍ବାଚନ ବାତିଲ ନ କଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ସେହିପରି ପୁରୀ ଏସସିଏସ କଲେଜରେ ଛାତ୍ର ଅଶାନ୍ତିକୁ ଦେଖି କର୍ତ୍ତୃପକ୍ଷ ସାଇନ ଏ ଡାଏ ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story