ଷ୍ଟାମ୍ପ୍‌ ଭେଣ୍ଡରଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ ଘଟଣା: ଜଣେ ଲୁଟେରା ଗିରଫ, ସାଢ଼େ ୩ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଚାଚରାବାଉରୀ ସାହି ନିକଟରୁ ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ୫ ଜଣ ଦୁର୍ବୃତ୍ତ ଜଟଣୀ ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ଷ୍ଟାମ୍ପ୍‌ ଭେଣ୍ଡର ବେଣୁଧର ନାୟକଙ୍କୁ ଭୁଜାଲିରେ ଆକ୍ରମଣ କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଜଣେ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍। ତାକୁ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରିଛି ଖଣ୍ଡଗିରି ପୋଲିସ୍। ତା’ପାଖରୁ ସାଢ଼େ ତିନି ଲକ୍ଷ ଟଙ୍କା ଜବତ କରାଯାଇଛି। ଅନ୍ୟ […]

khurdha-loot

khurdha-loot

Rakesh Mallick
  • Published: Monday, 23 May 2016
  • Updated: 23 May 2016, 01:09 PM IST

Sports

Latest News

khurdha-lootଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଚାଚରାବାଉରୀ ସାହି ନିକଟରୁ ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ୫ ଜଣ ଦୁର୍ବୃତ୍ତ ଜଟଣୀ ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ଷ୍ଟାମ୍ପ୍‌ ଭେଣ୍ଡର ବେଣୁଧର ନାୟକଙ୍କୁ ଭୁଜାଲିରେ ଆକ୍ରମଣ କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଜଣେ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍। ତାକୁ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରିଛି ଖଣ୍ଡଗିରି ପୋଲିସ୍। ତା’ପାଖରୁ ସାଢ଼େ ତିନି ଲକ୍ଷ ଟଙ୍କା ଜବତ କରାଯାଇଛି। ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଖଣ୍ଡଗିରି ଅଞ୍ଚଳରେ ପୋଲିସ୍ ସର୍ଚ୍ଚ ଅପରେସନ୍ କରୁଛି।

ବେଣୁଧର ଅଫିସର ୬ ଲକ୍ଷ ଟଙ୍କା ବାଇକ୍ ଡିକିରେ ରଖି ଖୋର୍ଦ୍ଧା ଟ୍ରେଜେରୀରେ ଚାଲାଣ କାଟି ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଜମା କରିବାକୁ ନେଉଥିଲେ। ଖୋର୍ଦ୍ଧା-ଜଟଣୀ ରାସ୍ତାର ଚାଚରାବାଉରୀ ସାହି ନିକଟରେ ୫ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବେଣୁଧରଙ୍କୁ ଅଟକାଇ ଥିଲେ ଓ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ତାଙ୍କ ହାତ ଏବଂ ଜଂଘରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ଆହତ କରି ପକାଇ ଦେବା ପରେ ଦୁର୍ବୃତ୍ତମାନେ ବାଇକ୍‌ର ଡିକିରେ ଥିବା ୬ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ଖୋର୍ଦ୍ଧା ଟାଉନ୍‌ ଥାନା ପକ୍ଷରୁ ଆଖପାଖ ସମସ୍ତ ଥାନାକୁ ଏନେଇ ସୂଚନା ଦିଆଯାଇଥିଲା। ଲୁଟେରାମାନେ ଏହି କାଣ୍ଡ ଭିଆଇବା ପରେ ଭୁବନେଶ୍ୱରକୁ ଆସିଥିଲେ। ବିଟ୍ ପାଟ୍ରୋଲିଂରେ ଥିବା ପୋଲିସ୍ କର୍ମଚାରୀମାନେ ଲୁଟେରାଙ୍କ ହାବଭାବ ଦେଖି ସେମାନଙ୍କୁ ଅଟକାଇ ଥିଲେ। କିନ୍ତୁ ୫ ଜଣ ଯାକ ଦୁର୍ବୃତ୍ତ ବାଇକ୍‌ର ଗତି ବଢ଼ାଇ ପଳାଇଯାଇଥିଲେ। ପୋଲିସ୍ ସେମାନଙ୍କୁ ଗୋଡ଼ାଇ ଥିଲା। ଖଣ୍ଡଗିରିର କଳିଙ୍ଗ ବିହାର ଅଞ୍ଚଳରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ବାଇକ୍‌ରୁ ପଡ଼ି ଯାଇଥିଲା। ପୋଲିସ୍ ତାକୁ ଗିରଫ କରିବା ସହିତ ତା’ଠାରୁ ସାଢ଼େ ତିନି ଲକ୍ଷ ଟଙ୍କା ଜବତ କରିଛି। ଖଣ୍ଡଗିରି ପୋଲିସ୍ ତାକୁ ପଚରାଉଚରା କରୁଛି। ତା’ଠାରୁ ତା’ର ଅନ୍ୟ ସାଥୀମାନଙ୍କ ନାଁ ଓ ଠିକଣା ପାଇ ସାରିଛି ପୋଲିସ୍। ତାହାକୁ ଭିତ୍ତି କରି ପୋଲିସ୍ ଖଣ୍ଡଗିରି ଓ କଳିଙ୍ଗ ବିହାର ଅଞ୍ଚଳରେ ଫେରାର ୪ ଦୁର୍ବୃତ୍ତଙ୍କୁ ଖୋଜୁଛି।

ଗୁରୁତର ଆହତ ବେଣୁଧରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story