ଖାଲି ପଡ଼ିଥିବା ୨୧୭୩ ଡାକ୍ତରୀ ପଦ ପୂରଣ ପାଇଁ ଓପିଏସ୍‌ସିକୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଓପିଏସ୍‌ସିକୁ ଚିଠି ଲେଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୧୭୩ଟି  ଡାକ୍ତର ପଦବୀ ଖାଲିପଡ଼ିଛି। ସେଥିମଧ୍ୟରୁ ସାଧାରଣ ବର୍ଗରେ ୧୦୬୨ଟି, ଏସସି ପାଇଁ ୪୪୫ ଏବଂ ଏସଟି  ପାଇଁ ୬୬୬ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ତେଣୁ ଖାଲି ପଡ଼ିଥିବା ଡାକ୍ତରୀ ପଦରେ ନିଯୁକ୍ତି ଲାଗି ପରୀକ୍ଷା ଆୟୋଜନ କରିବାକୁ ସେ ଚିଠି […]

pilot-medical-

pilot-medical-

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 04:27 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଓପିଏସ୍‌ସିକୁ ଚିଠି ଲେଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୧୭୩ଟି  ଡାକ୍ତର ପଦବୀ ଖାଲିପଡ଼ିଛି। ସେଥିମଧ୍ୟରୁ ସାଧାରଣ ବର୍ଗରେ ୧୦୬୨ଟି, ଏସସି ପାଇଁ ୪୪୫ ଏବଂ ଏସଟି  ପାଇଁ ୬୬୬ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ତେଣୁ ଖାଲି ପଡ଼ିଥିବା ଡାକ୍ତରୀ ପଦରେ ନିଯୁକ୍ତି ଲାଗି ପରୀକ୍ଷା ଆୟୋଜନ କରିବାକୁ ସେ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos