ଜିପ୍‌ରୁ ଡେଇଁ ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପାଖରେ ଗାଡ଼ି ନ ରହିବାରୁ ଜିପ୍‌ରୁ ଡେଇଁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଏକ ପାସେଞ୍ଜର ଜିପ୍‌ରେ ଗୁଣ୍ଡିମା ଆଦର୍ଶ ସ୍କୁଲକୁ ଯାଉଥିଲେ। ସ୍କୁଲ ପାଖ ହୋଇଯିବାରୁ ସେଠାରେ ଜିପ୍ ରଖିବା ପାଇଁ ଛାତ୍ର ଜଣଙ୍କ ଡ୍ରାଇଭରକୁ କହିଥିଲେ। ହେଲେ ଡ୍ରାଇଭର ଜିପ୍ ରଖି ନଥିଲେ। ଫଳରେ ଛାତ୍ର ଜଣକ ଗାଡ଼ିରୁ ଡେଇଁ ପଡ଼ିଥିଲେ। […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 08:00 AM IST

Sports

Latest News

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପାଖରେ ଗାଡ଼ି ନ ରହିବାରୁ ଜିପ୍‌ରୁ ଡେଇଁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଏକ ପାସେଞ୍ଜର ଜିପ୍‌ରେ ଗୁଣ୍ଡିମା ଆଦର୍ଶ ସ୍କୁଲକୁ ଯାଉଥିଲେ। ସ୍କୁଲ ପାଖ ହୋଇଯିବାରୁ ସେଠାରେ ଜିପ୍ ରଖିବା ପାଇଁ ଛାତ୍ର ଜଣଙ୍କ ଡ୍ରାଇଭରକୁ କହିଥିଲେ। ହେଲେ ଡ୍ରାଇଭର ଜିପ୍ ରଖି ନଥିଲେ। ଫଳରେ ଛାତ୍ର ଜଣକ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story