ଶାନ୍ତିଶୃଙ୍ଖଳାରେ ସରିଲା ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳାର ସହ ସରିଛି ଛାତ୍ର ସଂସଦ ନିର୍ବାଚନ। ଭୋଟଗଣତି ସରିବା ପରେ ଛାତ୍ରଛାତ୍ରୀମାନେ ବିଜୟ ଉତ୍ସବ ମନାଉଛନ୍ତି। ବିଜୟ ପ୍ରାର୍ଥୀଙ୍କୁ ନିଜର ସମର୍ଥକମାନେ କାନ୍ଧରେ ବସାଇ ବୁଲାଉଥିବା ଦେଖିବାକୁ ମିଳିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀ ସଂସଦ ସଭାନେତ୍ରୀ ଭାବେ ସୌଭାଗ୍ୟ ସୌମ୍ୟାଶ୍ରୀ ବିଜୟୀ ହୋଇଛନ୍ତି। ଏହାପରେ ସୌମ୍ୟାଶ୍ରୀଙ୍କ ସହିତ ସାଥୀ ଛାତ୍ରୀମାନେ ନାଚି ବିଜୟ ଉତ୍ସବ ବନାଇଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟ ନବ ନିର୍ବାଚିତ ସଭାନେତ୍ରୀ ସୌଭାଗ୍ୟ ସୌମ୍ୟାଶ୍ରୀ କହିଛନ୍ତି-“ମୋତେ ଭୋଟ୍‌ ଦେଇ ଯେଉଁମାନେ […]

student election

student election

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳାର ସହ ସରିଛି ଛାତ୍ର ସଂସଦ ନିର୍ବାଚନ। ଭୋଟଗଣତି ସରିବା ପରେ ଛାତ୍ରଛାତ୍ରୀମାନେ ବିଜୟ ଉତ୍ସବ ମନାଉଛନ୍ତି। ବିଜୟ ପ୍ରାର୍ଥୀଙ୍କୁ ନିଜର ସମର୍ଥକମାନେ କାନ୍ଧରେ ବସାଇ ବୁଲାଉଥିବା ଦେଖିବାକୁ ମିଳିଛି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀ ସଂସଦ ସଭାନେତ୍ରୀ ଭାବେ ସୌଭାଗ୍ୟ ସୌମ୍ୟାଶ୍ରୀ ବିଜୟୀ ହୋଇଛନ୍ତି। ଏହାପରେ ସୌମ୍ୟାଶ୍ରୀଙ୍କ ସହିତ ସାଥୀ ଛାତ୍ରୀମାନେ ନାଚି ବିଜୟ ଉତ୍ସବ ବନାଇଥିଲେ।

ରମାଦେବୀ ବିଶ୍ୱବିଦ୍ୟାଳୟ ନବ ନିର୍ବାଚିତ ସଭାନେତ୍ରୀ ସୌଭାଗ୍ୟ ସୌମ୍ୟାଶ୍ରୀ କହିଛନ୍ତି-“ମୋତେ ଭୋଟ୍‌ ଦେଇ ଯେଉଁମାନେ ବିଜୟ କରାଯାଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବି। ସେମାନଙ୍କ ପରିଶ୍ରମ ବିନା ଜିତିବା ସମ୍ଭବ ନୁହେଁ।”

ରାଜଧାନୀ ନବନିର୍ବାଚିତ ସଭାପତି କଲେଜ ରଜତ କୁମାର ପରିଡ଼ା କହିଛନ୍ତି-“ମୋତେ ଭୋଟ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଦେବି। ସେମାନଙ୍କ ଆର୍ଶୀବାଦ ବିନା ଜିତିବା ସମ୍ଭବ ନୁହେଁ। ଆଗାମୀ ଦିନରେ ସେମାନଙ୍କ ପାଇଁ କାମ କରିବି।”

କଟକ ହେଉ କି କୋରାପୁଟ, ସମ୍ବଲପୁର ହେଉ କି ଜୟପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରେ କ୍ୟାମ୍ପସ ପରିବେଶ ଉତ୍ସବମୁଖର ହୋଇଉଠିଛି। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଥିଲା। କାଁଭାଁ ସ୍ଥାନକୁ ଛାଡ଼ି ଦେଲେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସରିଛି। ଗଣତି ସରିବା ପରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠାରୁ କ୍ୟାମ୍ପସରେ ସେଲିବ୍ରେସନ୍‌ ଚାଲିଛି। ଆସନ୍ତା ୨୫ ତାରିଖରେ ବିଜୟୀ ପ୍ରାର୍ଥୀମାନେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story