ପିଜି କାଉନସିଲ ବୈଠକରେ ନିଷ୍ପତ୍ତି, ବାଣୀବିହାରରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଚଳିତବର୍ଷ ବାଣୀବିହାରରେ ହେବ ଛାତ୍ର ସଂସଦ ନିର୍ବାଚନ। ଆଜି ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଛାତ୍ରସଂସଦ ଉପଦେଷ୍ଟା କମିଟି ନିର୍ବାଚନ ସପକ୍ଷରେ ପିଜି କାଉନସିଲକୁ ପରାମର୍ଶ ଦେଇଥିଲେ। କୂଳପତିଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ୱାଡ ଗଠନ କରାଯାଇଛି। ସ୍କ୍ୱାଡ କ୍ୟାମ୍ପସ ଉପରେ ନଜର ରଖିବ। ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ମୁଖ୍ୟ ଫାଟକ ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯାଇଛି। ତେବେ କ୍ୟାମ୍ପସରେ ହିଂସାକାଣ୍ଡ ଘଟିଲେ ନିର୍ବାଚନ ବାତିଲ ହେବ ବୋଲି […]

vani-vihar

vani-vihar

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 10:38 PM IST

Sports

Latest News

vani-viharଭୁବନେଶ୍ୱର: ଚଳିତବର୍ଷ ବାଣୀବିହାରରେ ହେବ ଛାତ୍ର ସଂସଦ ନିର୍ବାଚନ। ଆଜି ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଛାତ୍ରସଂସଦ ଉପଦେଷ୍ଟା କମିଟି ନିର୍ବାଚନ ସପକ୍ଷରେ ପିଜି କାଉନସିଲକୁ ପରାମର୍ଶ ଦେଇଥିଲେ। କୂଳପତିଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ୱାଡ ଗଠନ କରାଯାଇଛି। ସ୍କ୍ୱାଡ କ୍ୟାମ୍ପସ ଉପରେ ନଜର ରଖିବ। ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ମୁଖ୍ୟ ଫାଟକ ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯାଇଛି। ତେବେ କ୍ୟାମ୍ପସରେ ହିଂସାକାଣ୍ଡ ଘଟିଲେ ନିର୍ବାଚନ ବାତିଲ ହେବ ବୋଲି ପିଜି କାଉନସିଲ କହିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି,“ଚଳିତ ମାସ ୨୮ ତାରିଖରେ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ନେଇ ଆମେ ଏକ ବିଜ୍ଞପ୍ତି ଜାରି କରିସାରିଛୁ। ଯଦି କ୍ୟାମ୍ପସ ପରିସର କିଛି ହିଂସାତ୍ମକ ପରିସ୍ଥତିକୁ ଦେଖିବାକୁ ମିଳେ ତେବେ ନିର୍ବାଚନ ବାତିଲ କରି ଦିଆଯିବ।”

ଉତ୍କଳ ବିଶ୍ୱବିଦ୍ୟାଳୟ ଉପଦେଷ୍ଟା ଜୟନ୍ତ କୁମାର ପରିଡା କହିଛନ୍ତି,“ଚଳିତ ବର୍ଷ କ୍ୟାମ୍ପସ ପରିସର କୌଣସି ହିଂସାତ୍ମକ ପରିସ୍ଥିତି ନ ଥିବାରୁ ଆମେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛୁ। ରାଜ୍ୟ ସରକାରଙ୍କ ବିଜ୍ଞାପନ ଅନୁସାରେ ଛାତ୍ରସଂସଦ ନିର୍ବାଚନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story