ଦଣ୍ଡମୁକ୍ତ ଅଞ୍ଚଳରେ ମାଡ଼: ଫାଟିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡ

କେନ୍ଦୁଝର: ସରକାର ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି କଡା ନିୟମ କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲାରେ ଜଣେ ଶିକ୍ଷକଙ୍କ ମାଡରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏପରି ଅଭିଯୋଗ ଆସିଛି ଝୁମ୍ପୁରା ବ୍ଲକ ରାଧିକାଦେଇପୁର ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରୀଙ୍କ ମୁଣ୍ଡ ଫାଟିଯିବା ପରେ ମଧ୍ୟ ଶିକ୍ଷକ ତାଙ୍କୁ ମେଡିକାଲ ନେଇ ନ ଥିବା ତାଙ୍କ ପରିବାର ପକ୍ଷରୁ […]

kendujhar

kendujhar

Rakesh Mallick
  • Published: Friday, 10 March 2017
  • Updated: 10 March 2017, 02:50 PM IST

Sports

Latest News

କେନ୍ଦୁଝର: ସରକାର ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି କଡା ନିୟମ କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲାରେ ଜଣେ ଶିକ୍ଷକଙ୍କ ମାଡରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏପରି ଅଭିଯୋଗ ଆସିଛି ଝୁମ୍ପୁରା ବ୍ଲକ ରାଧିକାଦେଇପୁର ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରୀଙ୍କ ମୁଣ୍ଡ ଫାଟିଯିବା ପରେ ମଧ୍ୟ ଶିକ୍ଷକ ତାଙ୍କୁ ମେଡିକାଲ ନେଇ ନ ଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ୨ୟ ଶ୍ରେଣୀର ଛାତ୍ରୀ ସୁଭଦ୍ରା ଗତକାଲି ଅପରାହ୍ନରେ ସ୍କୁଲ ବାରଣ୍ଡାରେ ଛିଡା ହୋଇଥିଲେ। କୌଣସି କାରଣରୁ ଶିକ୍ଷକ ଖଗେଶ୍ୱର ମହାନ୍ତି ତାଙ୍କୁ ପିଟିବାରୁ ସେ ତଳେ ପଡିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଆହତ ଛାତ୍ରୀଙ୍କୁ ତାଙ୍କ ଅଭିଭାବକ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ସର୍ଜରୀ ବିଭାଗରେ ଭର୍ତ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story