ଭୋଟିଂ ବେଳେ ବାଣୀବିହାରରେ ସଂଘର୍ଷ, ଜଣେ ଆହତ, ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଭୋଟ୍ ଗ୍ରହଣ ଚାଲିଛି। ଆଜି ଅପରାହ୍ନରେ ଫଳାଫଳ ଘୋଷଣା କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟିଂ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦେଖି କ୍ୟାମ୍ପସ ପରିସରରେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଗତକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହୋଇଥିଲା। […]

student

student

Rakesh Mallick
  • Published: Wednesday, 05 October 2016
  • Updated: 05 October 2016, 11:36 AM IST

Sports

Latest News

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଭୋଟ୍ ଗ୍ରହଣ ଚାଲିଛି। ଆଜି ଅପରାହ୍ନରେ ଫଳାଫଳ ଘୋଷଣା କରାଯିବ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟିଂ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦେଖି କ୍ୟାମ୍ପସ ପରିସରରେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଏକାଧିକ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖାଯାଇଥିଲା। ଏଥିଯୋଗୁଁ ମୋଟ ୩୨ଟି କଲେଜର ନିର୍ବାଚନକୁ ବାତିଲ କରି ଦିଆଯାଇଛି। ଏଥିରେ ଭୁବନେଶ୍ୱରର ବିଜେବି କଲେଜ୍ ମଧ୍ୟ ରହିଛି।

ଚଳିତବର୍ଷ ମୋଟ ୭୦୦ କଲେଜରେ ନିର୍ବାଚନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story