ଭୋଟିଂ ବେଳେ ବାଣୀବିହାରରେ ସଂଘର୍ଷ, ଜଣେ ଆହତ, ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଭୋଟ୍ ଗ୍ରହଣ ଚାଲିଛି। ଆଜି ଅପରାହ୍ନରେ ଫଳାଫଳ ଘୋଷଣା କରାଯିବ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟିଂ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦେଖି କ୍ୟାମ୍ପସ ପରିସରରେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଏକାଧିକ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖାଯାଇଥିଲା। ଏଥିଯୋଗୁଁ ମୋଟ ୩୨ଟି କଲେଜର ନିର୍ବାଚନକୁ ବାତିଲ କରି ଦିଆଯାଇଛି। ଏଥିରେ ଭୁବନେଶ୍ୱରର ବିଜେବି କଲେଜ୍ ମଧ୍ୟ ରହିଛି।

ଚଳିତବର୍ଷ ମୋଟ ୭୦୦ କଲେଜରେ ନିର୍ବାଚନ ହେଉଛି।

ଆହୁରି ପଢ଼ନ୍ତୁ

ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ,  ୫୦୦ ଜଣଙ୍କ ବିରୋଧରେ ମାମଲା

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ପାରା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କ ନାମରେ ଅଶ୍ଳୀଳ ଆଚରଣ ଅଭିଯୋଗ

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ପୃଥିବୀ ପାଖରେ ଆଉ ଏକ ଗ୍ରହରେ ମିଳିଲା ମହାସମୁଦ୍ରର ସନ୍ଧାନ

ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ