ଛାତ୍ର ସଂସଦ ନିର୍ବାଚନ: ସରିଲା କ୍ୟାମ୍ପସ୍ କ୍ୟାମ୍ପେନ୍

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଠୁଛି ପଡୁଛି କ୍ୟାମ୍ପସ୍। ଆସନ୍ତାକାଲି ରବିବାର ଓ ତା’ପର ଦିନ ମହାଳୟା ଛୁଟି। ମଙ୍ଗଳବାର ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଣ୍ଟିଂ। ତେଣୁ ଆଜି ଥିଲା ନିର୍ବାଚନ ପୂର୍ବରୁ ଶେଷ କାର୍ଯ୍ୟଦିବସ। ସେଥିପାଇଁ କଲେଜଗୁଡ଼ିକରେ ହୋଇଥିଲା ଜୋରଦାର ପ୍ରଚାର। ସମର୍ଥକଙ୍କ ଗହଣରେ ଆଜି ଦିନ ତମାମ୍ ପ୍ରାର୍ଥୀମାନେ ମାତିଥିଲେ ପ୍ରଚାରରେ। ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିଲା ହାଇଟେକ୍ ପ୍ରଚାର। ବିଜେବି କଲେଜରେ ଯଦିଓ ପ୍ରଚାର ହାଇଟେକ୍ ତରିକାରେ ହୋଇନାହିଁ ତଥାପି […]

stdent

stdent

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 03:22 PM IST

Sports

Latest News

eletcଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଠୁଛି ପଡୁଛି କ୍ୟାମ୍ପସ୍। ଆସନ୍ତାକାଲି ରବିବାର ଓ ତା’ପର ଦିନ ମହାଳୟା ଛୁଟି। ମଙ୍ଗଳବାର ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଣ୍ଟିଂ। ତେଣୁ ଆଜି ଥିଲା ନିର୍ବାଚନ ପୂର୍ବରୁ ଶେଷ କାର୍ଯ୍ୟଦିବସ। ସେଥିପାଇଁ କଲେଜଗୁଡ଼ିକରେ ହୋଇଥିଲା ଜୋରଦାର ପ୍ରଚାର। ସମର୍ଥକଙ୍କ ଗହଣରେ ଆଜି ଦିନ ତମାମ୍ ପ୍ରାର୍ଥୀମାନେ ମାତିଥିଲେ ପ୍ରଚାରରେ। ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିଲା ହାଇଟେକ୍ ପ୍ରଚାର। ବିଜେବି କଲେଜରେ ଯଦିଓ ପ୍ରଚାର ହାଇଟେକ୍ ତରିକାରେ ହୋଇନାହିଁ ତଥାପି ନିର୍ବାଚନୀ ଉଷ୍ମତା ବେଶ୍ ବାରି ହୋଇପଡୁଥିଲା। ଛୁଟିରେ ବି ଘରକୁ ଘର ଓ ସୋସିଆଲ୍ ମିଡିଆରେ କ୍ୟାମ୍ପେନିଂକୁ ଜୋରଦାର କରାଯିବ ବୋଲି ପ୍ରାର୍ଥୀମାନେ କହିଛନ୍ତି।

ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ରାୟଗଡ଼ାରେ ବି ବିଭିନ୍ନ କଲେଜରେ ଆଜି ହୋଇଥିଲା ଜୋରଦାର ପ୍ରଚାର।  ସରଗରମ ରହିଥିଲା କ୍ୟାମ୍ପସ୍।

ଅନ୍ୟପକ୍ଷରେ ନିର୍ବାଚନକୁ ନେଇ ବିଭିନ୍ନ କଲେଜରେ ଅଶାନ୍ତି ଲାଗି ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୭ଟି କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ୍ କରାଯାଇଛି। ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାଇନ ଏ ଡାଏ ଓ ନିର୍ବାଚନ ବାତିଲ ଘୋଷଣାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଆମରଣ ଅନଶନରେ ବସିଛନ୍ତି।ଆନ୍ଦୋଳନରତ ୨ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ୧୪ରେ ହେବ ନିର୍ବାଚନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story