ଅଧିକ ଚିନି ଖାଉଥିଲେ ସାବଧାନ: ହୋଇପାରେ କ୍ୟାନସର

ମାରାତ୍ମକ କ୍ୟାନସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। ହେଲେ ଏହା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ତେବେ ଏକ ନୂତନ ଗବେଷଣାରୁ ଯାହା ଜଣାପଡିଛି ଶୁଣିଲେ ଆପଣଙ୍କ ହୋସ୍‌ ଉଠିଯିବ। କାରଣ ଏପରି ଏକ ଦ୍ରବ୍ୟ ବିଷୟରେ ଜଣାପଡିଛି ଯାହା ଆମେ ନିତିଦିନ ବ୍ୟବହାର କରିଥାଉ ଓ ଏହା କ୍ୟାନସର ସୃଷ୍ଟିର ଏକ କାରଣ। ଏହି ଦ୍ରବ୍ୟଟି ହେଲା ଚିନି। […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 11:27 AM IST

Sports

Latest News

ମାରାତ୍ମକ କ୍ୟାନସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। କ୍ୟାନସରର ଚିକିତ୍ସା ପାଇଁ ଗବେଷଣା ଜାରି ରହିଛି। ହେଲେ ଏହା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ତେବେ ଏକ ନୂତନ ଗବେଷଣାରୁ ଯାହା ଜଣାପଡିଛି ଶୁଣିଲେ ଆପଣଙ୍କ ହୋସ୍‌ ଉଠିଯିବ। କାରଣ ଏପରି ଏକ ଦ୍ରବ୍ୟ ବିଷୟରେ ଜଣାପଡିଛି ଯାହା ଆମେ ନିତିଦିନ ବ୍ୟବହାର କରିଥାଉ ଓ ଏହା କ୍ୟାନସର ସୃଷ୍ଟିର ଏକ କାରଣ। ଏହି ଦ୍ରବ୍ୟଟି ହେଲା ଚିନି।

ଗବେଷଣା ତଥ୍ୟ ଅନୁସାରେ ଅଧିକ ଚିନି ଖାଉଥିଲେ କ୍ୟାନସର ହେବାର ସମ୍ଭାବନା ବଢି ଯାଇଥାଏ। କାରଣ ଚିନି କ୍ୟାନସର କୋଶିକା ଜାଗ୍ରତ କରିବାରେ ସହାୟକ ହୋଇଥାଏ।

ବେଲଜିୟମର ବାଲାନ୍ସ ଇନଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଟେକ୍ନୋଲୋଜି (ବିଆଇବି) ଓ  କ୍ୟାଥୋଲିକ୍ ଯୁନିଭର୍ସିଟି ଲିଓଭେନ୍‌ (ବିୟୁବି) ପକ୍ଷରୁ ଏହି ଗବେଷଣା କରାଯାଇଛି।

ଚିନି କେବଳ କ୍ୟାନସର ନୁହେଁ ଟ୍ୟୁମର ବୃଦ୍ଧି ପାଇଁ ମଧ୍ୟ ଦାୟୀ ବୋଲି ଗବେଷକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story