ଆଖୁ ରସ ଅଧିକ ପିଉଛନ୍ତି କି ? ପଡ଼ିପାରନ୍ତି ଏହି ସମସ୍ୟାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାଦିନ ଆସିଲେ ଆଖୁ ରସର ଚାହିଦା ବଢ଼ିଯାଏ। ରାସ୍ତାଘାଟରେ ଲୋକେ ଆଖୁ ରସ ବିକ୍ରି କରି ବେଶ କିଛି ପଇସା ରୋଜଗାର କରିଥାନ୍ତି। ଆଖୁର ମିଠା ରସରେ ଲେମ୍ବୁ, ପାଲକ, ପୁଦିନା ପଡିଗଲେ ଏହାର ସ୍ୱାଦ ବହୁଗଣା ବଢ଼ିଯାଇଥାଏ। ଖରାଦିନେ ଆଖୁ ରସ ପିଇଲେ ଶରୀର ସତେଜ ରହିଥାଏ ଓ ଜଳାଭାବ ଦୂର କରିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଭରି ରହିଛି, ଯାହା ଖରାଦିନେ ଶରୀରକୁ ଥଣ୍ଡା କରିବା ସହ ସ୍ୱାସ୍ଥ୍ୟକୁ […]

sugar cane juice

sugar cane juice

Rakesh Mallick
  • Published: Friday, 13 April 2018
  • Updated: 13 April 2018, 12:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାଦିନ ଆସିଲେ ଆଖୁ ରସର ଚାହିଦା ବଢ଼ିଯାଏ। ରାସ୍ତାଘାଟରେ ଲୋକେ ଆଖୁ ରସ ବିକ୍ରି କରି ବେଶ କିଛି ପଇସା ରୋଜଗାର କରିଥାନ୍ତି। ଆଖୁର ମିଠା ରସରେ ଲେମ୍ବୁ, ପାଲକ, ପୁଦିନା ପଡିଗଲେ ଏହାର ସ୍ୱାଦ ବହୁଗଣା ବଢ଼ିଯାଇଥାଏ। ଖରାଦିନେ ଆଖୁ ରସ ପିଇଲେ ଶରୀର ସତେଜ ରହିଥାଏ ଓ ଜଳାଭାବ ଦୂର କରିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଭରି ରହିଛି, ଯାହା ଖରାଦିନେ ଶରୀରକୁ ଥଣ୍ଡା କରିବା ସହ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ। ଆଖୁ ରସରେ କ୍ୟାଲସିୟମ, ମାଗ୍ନେସିୟମ, ମାଙ୍ଗାନିଜ, ଫସ୍‌ଫରସ୍‌, ପୋଟାସିୟମ, କ୍ରୋମିୟମ, କୋବାଲ୍ଟ ଓ ଜିଙ୍କ୍‌ ରହିଛି। ଏହାସହ ଆଇରନ, ଭିଟାମିନ ଏ/ସି, ବି-କମ୍ପ୍ଲେସ୍‌, ପ୍ରୋଟିନ ଓ ଫାଇଭର ମଧ୍ୟ ରହିଛି। ଏଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ହେଲେ ଅଧିକ ମାତ୍ରରେ ଆଖୁ ରସ ପିଇବା ସମସ୍ୟାର କାରଣ ହୋଇପାରେ। ଆସନ୍ତୁ ଜାଣିବା ଅଧିକ ପରିମାଣରେ ଆଖୁ ରସ ପିଇବା ଦ୍ୱାରା କେଉଁ ପ୍ରକାର ସମସ୍ୟା ହୋଇଥାଏ।

sugar cane juiceହୋଇପାରେ ରୋଗର କାରଣ

ଖରାଦିନେ ରାସ୍ତା କଡ଼ରେ ଲୋକେ ଆଖୁ ପେଡ଼ି ରସ ବିକ୍ରି କରିଥାନ୍ତି। ହେଲେ ସେମାନେ ସଫାସୁତୁରା ଉପରେ ଧ୍ୟାନ ଦେଇ ନଥାନ୍ତି। ଠେଲା ଆଖପାଖରେ ମହୁମାଛି, ମାଛି ବୁଲୁଥାନ୍ତି। ପୂର୍ବରୁ ପେଡ଼ା ଯାଇଥିବା ଆଖୁର ଛେଲା ଉପରେ ବସି ଏମାନେ ଦୂଷିତ କରିଥାନ୍ତି। ଏହାବାଦ ଠେଲାବାଲା ବ୍ୟବହାର କରୁଥିବା ବରଫ ସ୍ୱଚ୍ଛ ପାଣିରେ ତିଆରି ହୋଇ ନଥାଏ। ଏଥିପାଇଁ ଠେଲାରେ ବିକ୍ରି ହେଉଥିବା ଆଖୁ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଯାହା ରୋଗ ସୃଷ୍ଟି କରିବାର କାରଣ ପାଲଟିବାର ଆଶଙ୍କା ବଢ଼ାଇ ଦେଇଥାଏ।

sugar cane juiceମୋଟାପଣ

ଆଖୁ ରସ ବହୁତ ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ଏହାକୁ ଅଧିକରୁ ଅଧିକ ପିଇଥାନ୍ତି। ଜାଣି ରଖନ୍ତୁ, ଆଖୁ ରସରେ ବହୁଳ ପରିମାଣରେ କ୍ୟାଲୋରୀ ଓ ସୁଗାର ରହିଛି। ତେଣୁ ଅଧିକ ପରିମାଣରେ ଆଖୁ ରସ ପିଇବାରୁ ଦୂରେଇ ରୁହନ୍ତୁ, ନହେଲେ ଦେହରେ ଚର୍ବି ଲାଗିଯିବା ସହ ମୋଟା ହୋଇଯିବେ। ଗୋଟିଏ ଗ୍ଲାସ ଆଖୁ ରସରେ ୨୭୦ କ୍ୟାଲୋରିଜ୍‌ ଓ ୧୦୦ ଗ୍ରାମ ସୁଗାର ରହିଥାଏ। ଯାହା ଆପଣଙ୍କୁ ମୋଟାପା ସମସ୍ୟାରେ ପକାଇ ଦେବ।

sugar cane juiceଶାରୀରିକ ସମସ୍ୟା

ଆଖୁ ରସରେ Polycosanoles ତତ୍ତ୍ୱ ରହିଛି। ଏହା ଶରୀରରେ ଆଲକହଲ ପରି କାମ କରିଥାଏ। ଏଥିପାଇଁ ଅଧିକ ପରିମାଣର ଆଖୁ ରସ ପିଇବା ଦ୍ୱାରା ମୁଣ୍ଡ ବୁଲାଇବା ସହ ମସ୍ତିଷ୍କ ଅସ୍ତିର ରହିଥାଏ ଓ ହାଲକା ନିଶା ହୋଇଥାଏ। ଫଳରେ ମୁଣ୍ଡ ବିନ୍ଧା ପରି ସମସ୍ୟା ଉପୁଜିଥାଏ। ଏହାବାଦ Polycosanoles ରକ୍ତକୁ ପତଳା କରିଦେଇଥାଏ।

sugar cane juiceଶୀଘ୍ର ଖରାପ ହୋଇଯାଇଥାଏ ଆଖୁ ରସ

ବହୁ ସମୟରେ ପୂର୍ବରୁ ପେଡ଼ା ହୋଇ ରହିଥିବା ଆଖୁ ରସ ଦୋକାନୀ ଆପଣଙ୍କୁ ପିଇବାକୁ ଦେଇ ଦିଅନ୍ତି। ଏପରିକି କିଛି ଲୋକ ବଜାରରୁ ପ୍ୟାକ୍‌ କରି ଘରକୁ ନେଇଥାନ୍ତି। ଯଦି ଏପରି କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏହା ଶରୀର ପାଇଁ ବହୁ କ୍ଷତିକାରକ। ଆଖୁ ରସ ମାତ୍ର ୧୫ ମିନିଟ ପରେ ଅକ୍ସିଡାଇଜ୍‌ ହେବା ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ଅଧିକ ସମୟରୁ ପେଡ଼ା ଯାଇ ରହିଥିବା ଆଖୁ ରସ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story