ସମ୍‌ ଅଗ୍ନିକାଣ୍ଡ ଘଟଣା:  ଆସିଲା ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଶ୍ୱାସରୁଦ୍ଧ ଯୋଗୁଁ ସମସ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା ଦିନ ରାତିରେ ପ୍ରାଣ ହରାଇଥିବା ୧୯ ଜଣ ରୋଗୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିଛି। କୌଣସି ମୃତକଙ୍କ ଦେହରେ ପୋଡ଼ା ଦାଗ ନାହିଁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଜି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଆଜି ସମ୍‌ ହସ୍ପିଟାଲ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କମିଶନରେଟ୍ ପୋଲିସ୍‌କୁ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ […]

cp

cp

Rakesh Mallick
  • Published: Saturday, 22 October 2016
  • Updated: 23 October 2016, 06:45 AM IST

Sports

Latest News

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା ଦିନ ରାତିରେ ପ୍ରାଣ ହରାଇଥିବା ୧୯ ଜଣ ରୋଗୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିଛି। କୌଣସି ମୃତକଙ୍କ ଦେହରେ ପୋଡ଼ା ଦାଗ ନାହିଁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଜି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କ୍ୟାପିଟାଲ୍ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଆଜି ସମ୍‌ ହସ୍ପିଟାଲ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କମିଶନରେଟ୍ ପୋଲିସ୍‌କୁ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ୱାଇ.ବି ଖୁରାନିଆ।

ସେ କହିଛନ୍ତି,“ସେଦିନ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣ ରୋଗୀଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆମେ ପାଇଛୁ। ସେମାନଙ୍କ ମୃତ୍ୟୁ କେମିତି ହେଲା ତାହା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।”

ଏହି ରିପୋର୍ଟ ଆଧାରରେ ପୋଲିସ୍ ତଦନ୍ତକୁ ଆଗେଇ ନେବ।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି,“ଦୁଇ ଜଣ ଡାକ୍ତର ଶବବ୍ୟବଚ୍ଛେଦ କରିଥିଲେ। ସେମାନେ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ଆମେ ରିପୋର୍ଟ ସଂପର୍କରେ ସର୍ବସାଧାରଣରେ କିଛି କହିପାରିବୁ ନାହିଁ। ଉକ୍ତ ରିପୋର୍ଟକୁ ପୋଲିସ୍ ତା’ର ତଦନ୍ତରେ ବ୍ୟବହାର କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story