ସମ୍‌ ହସ୍ପିଟାଲକୁ ବହୁତଳ କୋଠା ପାଇଁ ଅନୁମତି ନ ଥିଲା

ଭୁବନେଶ୍ୱର: ସମ୍‌ ହସ୍ପିଟାଲକୁ ବହୁତଳ କୋଠା ନିର୍ମାଣ ପାଇଁ ବିଡିଏ ଅନୁମତି ଦେଇନି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ସମ୍‌ କର୍ତ୍ତୃପକ୍ଷ ବହୁତଳ କୋଠା ନିର୍ମାଣ କରିଛନ୍ତି ବୋଲି ବିଡିଏ ପ୍ଲାନିଂ ମେମ୍ୱର ସୁଧୀର ମହାନ୍ତି ଆଜି କହିଛନ୍ତି। ସେ କହିଛନ୍ତି,“ସମ୍‌ କର୍ତ୍ତୃପକ୍ଷଙ୍କ ପାଖରେ ଅକୁପାନ୍ସି ସାର୍ଟିଫିକେଟ୍‌ ନାହିଁ। ବିଡିଏ ନିୟମ ଅନୁଯାୟୀ ୧୫ ମିଟର କିମ୍ୱା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ କୋଠାକୁ ବହୁତଳ କୁହାଯାଏ। ଏଥିପାଇଁ ଫାୟାର କ୍ଲିଅରାନ୍ସର ଆବଶ୍ୟକତା ରହିଛି। ୨୦୧୦ ଯେତେବେଳେ ସମ୍‌ […]

sum

sum

Rakesh Mallick
  • Published: Friday, 21 October 2016
  • Updated: 21 October 2016, 04:00 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲକୁ ବହୁତଳ କୋଠା ନିର୍ମାଣ ପାଇଁ ବିଡିଏ ଅନୁମତି ଦେଇନି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ସମ୍‌ କର୍ତ୍ତୃପକ୍ଷ ବହୁତଳ କୋଠା ନିର୍ମାଣ କରିଛନ୍ତି ବୋଲି ବିଡିଏ ପ୍ଲାନିଂ ମେମ୍ୱର ସୁଧୀର ମହାନ୍ତି ଆଜି କହିଛନ୍ତି।

ସେ କହିଛନ୍ତି,“ସମ୍‌ କର୍ତ୍ତୃପକ୍ଷଙ୍କ ପାଖରେ ଅକୁପାନ୍ସି ସାର୍ଟିଫିକେଟ୍‌ ନାହିଁ। ବିଡିଏ ନିୟମ ଅନୁଯାୟୀ ୧୫ ମିଟର କିମ୍ୱା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ କୋଠାକୁ ବହୁତଳ କୁହାଯାଏ। ଏଥିପାଇଁ ଫାୟାର କ୍ଲିଅରାନ୍ସର ଆବଶ୍ୟକତା ରହିଛି। ୨୦୧୦ ଯେତେବେଳେ ସମ୍‌ କର୍ତ୍ତୃପକ୍ଷ କୋଠା ତିଆରି ପାଇଁ ଅନୁମତି ନେଇଥିଲେ ସେତେବେଳେ ବହୁତଳ କୋଠା ପାଇଁ ଅନୁମତି ଦିଆଯାଇ ନ ଥିଲା। ତଥାପି ଆମେ ଫାୟାର ଇକ୍ୟୁପ୍‌ମେଣ୍ଟ ରଖିବାକୁ କହିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos