ସମ୍‌ ଅଗ୍ନିକାଣ୍ଡ ଘଟଣାରେ ଆର୍‌ଡିସି ତଦନ୍ତ ଆରମ୍ଭ

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆଜିଠାରୁ ଆର୍‌ଡିସି ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତା। ସେ କହିଛନ୍ତି,“ତଦନ୍ତରେ ସାଧାରଣ ଲୋକେ ଚାହିଁଲେ ସେମାନଙ୍କ ମତାମତ ଦେଇପାରିବେ। ଅକ୍ଟୋବର ୨୫ରୁ ନଭେମ୍ୱର ୩ ତାରିଖ ମଧ୍ୟରେ ଘଟଣାର ପ୍ରତ୍ୟକ୍ଷଦର୍ଶୀ କିମ୍ୱା ପରୋକ୍ଷରେ ଜଡିତ(ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ) ବ୍ୟକ୍ତି ବିଶେଷ ସତ୍ୟପାଠ ଦାଖଲ କରିପାରିବେ। ସତ୍ୟପାଠ ଡାକ ଯୋଗେ ମଧ୍ୟ ପଠାଇ ପାରିବେ। ପରେ ସେମାନଙ୍କୁ […]

ab-otta

ab-otta

Rakesh Mallick
  • Published: Monday, 24 October 2016
  • Updated: 24 October 2016, 11:07 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆଜିଠାରୁ ଆର୍‌ଡିସି ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତା। ସେ କହିଛନ୍ତି,“ତଦନ୍ତରେ ସାଧାରଣ ଲୋକେ ଚାହିଁଲେ ସେମାନଙ୍କ ମତାମତ ଦେଇପାରିବେ। ଅକ୍ଟୋବର ୨୫ରୁ ନଭେମ୍ୱର ୩ ତାରିଖ ମଧ୍ୟରେ ଘଟଣାର ପ୍ରତ୍ୟକ୍ଷଦର୍ଶୀ କିମ୍ୱା ପରୋକ୍ଷରେ ଜଡିତ(ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ) ବ୍ୟକ୍ତି ବିଶେଷ ସତ୍ୟପାଠ ଦାଖଲ କରିପାରିବେ। ସତ୍ୟପାଠ ଡାକ ଯୋଗେ ମଧ୍ୟ ପଠାଇ ପାରିବେ। ପରେ ସେମାନଙ୍କୁ ଡାକି ପଚରାଉଚରା କରାଯିବ। ଆବଶ୍ୟକ ପଡ଼ିଲେ ଘଟଣାସ୍ଥଳକୁ ପୁନର୍ବାର ଯାଇ ନିଜେ ଯାଞ୍ଚ କରିବି।”

ଅନ୍ୟ ଏକ ଘଟଣାରେ ଖଣ୍ଡଗିରି ଥାନାରେ ଆଜି ହାଜର ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ। ପୋଲିସ୍‌ ତାଙ୍କୁ ବହୁ ସମୟ ଧରି ପଚରା ଉଚରା କରିଛି।

ଜେରା ପରେ କୁଳପତି ବାନାର୍ଜୀ କହିଛନ୍ତି,“ପୋଲିସ୍‌ ମତେ ଯାହା ପଚାରିଛି ମୁଁ ସବୁ କହିଛି ଏବଂ ଯେଉଁ କାଗଜପତ୍ର ମାଗିଥିଲା ଦେଇଛି। ମାମଲା ଏବେ ବିଚାରାଧୀନ ଥିବାରୁ ସେ ସମ୍ପର୍କରେ ଅଧିକ କହିହେବ ନାହିଁ।”

ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ କମିଶନ୍‌ରେଟ୍‌ ପୋଲିସ୍‌ର ଏକ ଟିମ୍‌ ଆଜି ଡିଏମ୍‌ଇଟି କାର୍ଯ୍ୟଳୟ ଯାଇ ସମ୍‌ ହସ୍ପିଟାଲର ରେଜିଷ୍ଟ୍ରେସନ୍‌ ନେଇ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା। ଡିଏମ୍‌ଇଟି ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟ ଏକ ଟିମ୍‌ ଆଜି କଳ୍ପନା ଛକ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟକୁ ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ଜଣେ କର୍ମଚାରୀଙ୍କ ବୟାନ୍‌ ରେକର୍ଡ କରିଛି। ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାର କେତେ ସମୟ ପରେ ଅଗ୍ନିଶମ ଅଫିସ୍‌ଙ୍କୁ ଫୋନ୍‌ ଆସିଥିଲା, କେତେ ଜଣ ଅଧିକାରୀ ଯାଇଥିଲେ ଓ କେତେ ସମୟରେ ପରେ ସେମାନେ ହସ୍ପିଟାଲରେ ପହଞ୍ଚିଲେ ସେ ସମ୍ପର୍କରେ ପଚାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story