ସମ୍‌ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମେଡିକାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗତକାଲି ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏହାସହ ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆଜି ଏ ସମ୍ପର୍କରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଗତକାଲି ଯେଉଁ ଘଟଣା ଘଟିଗଲା, ଏହା ଅତ୍ୟନ୍ତ କଷ୍ଟ ଦାୟକ। ଦୁର୍ଘଟଣାରେ ୨୦ ଜଣଙ୍କ ଜୀବନ ଚାଲିଗଲା। […]

sum

sum

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 03:54 PM IST

Sports

Latest News

sumଭୁବନେଶ୍ୱର: ଗତକାଲି ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏହାସହ ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆଜି ଏ ସମ୍ପର୍କରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଗତକାଲି ଯେଉଁ ଘଟଣା ଘଟିଗଲା, ଏହା ଅତ୍ୟନ୍ତ କଷ୍ଟ ଦାୟକ। ଦୁର୍ଘଟଣାରେ ୨୦ ଜଣଙ୍କ ଜୀବନ ଚାଲିଗଲା। ସୋଆ ୟୁନିଭର୍ସିଟି ତରଫରୁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଶିକ୍ଷା ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ୫ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହାସହ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଉଥିବା ସମସ୍ତ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ଏଥିପାଇଁ ଆମେ ହେଲ୍ପ ଲାଇନ୍‌ ନମ୍ବର ଯୋଗାଇ ଦେବୁ। ଏହି ନମ୍ବରରେ ଯୋଗାଯୋଗ କରାଯିବା ପରେ ଆବଶ୍ୟକ କାଗଜପତ୍ର କାମ ସାରି ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବ। ଏଥିପାଇଁ ବେଶି ସମୟ ଲାଗିବ ନାହିଁ। ଏହି ଘଟଣା ପାଇଁ ଆମେ ୪ଜଣ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛୁ।”

ସେ କହିଛନ୍ତି,“ଓଡ଼ିଶା ସରକାର ଘଟଣାର ତଦନ୍ତ ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ଏହି କମିଟିଙ୍କୁ ଆମେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବୁ। ଏହାସହ ୟୁନିଭର୍ସିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରାଯାଇଛି। ଏହି କମିଟି ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଦୁଇ କମିଟିକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ।”

ସେ ଆହୁରି କହିଛନ୍ତି,“ଏହା ହେଉଛି ଏକ ଶିକ୍ଷାନୁଷ୍ଠାନ। ଆଜି ଦିନକ ପାଇଁ ମେଡିକାଲ ଛାତ୍ରଙ୍କ କ୍ଲାସ୍‌ ସସ୍‌ପେଣ୍ଡ କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନକୁ ଛାଡିଦେଲେ ଅନ୍ୟ ବିଭାଗ ଗୁଡିକରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।”

ସେ କହିଛନ୍ତି,“ଏପରି ଦୁର୍ଘଟଣା କାହିଁକି ଘଟିଲା ଏବେ କହିବା ସମ୍ଭବ ନୁହେଁ। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ। ଆମେ ଅଗ୍ନିଶମ ବିଭାଗ, ପ୍ରକୃତିକ ଦୁର୍ବିପାକ ନିବାରଣ ବିଭାଗ, ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଉଛୁ, ଯେଉଁମାନଙ୍କ ଯୋଗୁଁ ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇ ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story