ସମ୍‌ ଅଗ୍ନିକାଣ୍ଡ ମାମଲା: ଦ୍ୱିତୀୟ ଦିନରେ ୫ ଜଣଙ୍କ ସାକ୍ଷ୍ୟଗ୍ରହଣ

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପାଖରେ ଆଜି ଦ୍ୱିତୀୟ ଦିନରେ ୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ଆଜି ସାକ୍ଷ୍ୟ ଦେବା ପାଇଁ ୨୧ଜଣଙ୍କୁ  ନୋଟିସ୍‌  ଦିଆଯାଇଥିଲା। ସତ୍ୟପାଠ ଦାଖଲ କରିଥିବା ଅନେକ ବ୍ୟକ୍ତି ସାକ୍ଷ୍ୟ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଆଜି ଯେଉଁମାନେ ସାକ୍ଷ୍ୟ ଦେବାକୁ ଆସି ନ ଥିଲେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତା କହିଛନ୍ତି। ଆଜି ସାକ୍ଷ୍ୟ ପ୍ରଦାନ […]

sum-hospital

sum-hospital

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 07:49 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପାଖରେ ଆଜି ଦ୍ୱିତୀୟ ଦିନରେ ୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ଆଜି ସାକ୍ଷ୍ୟ ଦେବା ପାଇଁ ୨୧ଜଣଙ୍କୁ  ନୋଟିସ୍‌  ଦିଆଯାଇଥିଲା। ସତ୍ୟପାଠ ଦାଖଲ କରିଥିବା ଅନେକ ବ୍ୟକ୍ତି ସାକ୍ଷ୍ୟ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଆଜି ଯେଉଁମାନେ ସାକ୍ଷ୍ୟ ଦେବାକୁ ଆସି ନ ଥିଲେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତା କହିଛନ୍ତି।

ଆଜି ସାକ୍ଷ୍ୟ ପ୍ରଦାନ କରିଥିବା ଅନୁଗୋଳର ଅଭିମନ୍ୟୁ ପ୍ରଧାନ କହିଛନ୍ତି ଯେ ତାଙ୍କ ପତ୍ନୀ ପଦ୍ମାବତୀଙ୍କୁ ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ ଜାଣିଶୁଣି ମାରି ଦେଇଛନ୍ତି।

ଗତକାଲି ପ୍ରଥମ ଦିନରେ ୨୦ଜଣଙ୍କୁ ଡକାଯାଇଥିବା ବେଳେ ୩ଜଣ ହାଜର ହୋଇ ସାକ୍ଷ୍ୟ ଦେଇଥିଲେ। ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ସାକ୍ଷ୍ୟଗ୍ରହଣ। ଏଥିପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପକ୍ଷରୁ ଜିଲ୍ଲାପାଳ, ଡିଏମଇଟି, ସିଡିଏମଓ, ଏଡିଏମଓଙ୍କ ସମେତ ୩୫ ଜଣଙ୍କୁ ନୋଟିସ୍‌ ହୋଇଛି।ସମ୍ ହସପିଟାଲ ମାଲିକ ମନୋଜ ନାୟକଙ୍କୁ ମଧ୍ୟ ଆରଡିସିଙ୍କ ପକ୍ଷରୁ ନୋଟିସ୍‌ ହୋଇଛି।

ସମ୍‌ ଅଗ୍ନିକାଣ୍ଡ ପରେ ରାଜ୍ୟସରକାର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ଏହି ମାମଲାରେ ମୋଟ ୩୯୩ଟି ସତ୍ୟପାଠ ଦାଖଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story