ସମ୍‌ ହସ୍ପିଟାଲ୍‌ ମାଲିକ ମନୋଜ ନାୟକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମାଲିକ ମନୋଜ ନାୟକ ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ କମିଶନରେଟ୍ ପୋଲିସ୍ ତାଙ୍କୁ ରିମାଣ୍ଡରେ ନେବ। ମନୋଜଙ୍କ ବିରୋଧରେ ୩୦୪, ୩୦୮, ୨୮୫ ଓ ୩୪ ଆଇପିସି ଧାରାରେ ପୋଲିସ୍‌ ମାମଲା ରୁଜୁ […]

manoj-nayak

manoj-nayak

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 09:10 PM IST

Sports

Latest News

manojଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମାଲିକ ମନୋଜ ନାୟକ ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ କମିଶନରେଟ୍ ପୋଲିସ୍ ତାଙ୍କୁ ରିମାଣ୍ଡରେ ନେବ। ମନୋଜଙ୍କ ବିରୋଧରେ ୩୦୪, ୩୦୮, ୨୮୫ ଓ ୩୪ ଆଇପିସି ଧାରାରେ ପୋଲିସ୍‌ ମାମଲା ରୁଜୁ କରିଛି।

ଦିନ ତମାମ ପଚରାଉଚରା ପରେ ଆଜି ସନ୍ଧ୍ୟାରେ ମନୋଜ ନାୟକଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପୋଲିସ୍ ତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ତାଙ୍କୁ ଦୁଇ ଦିନ ରିମାଣ୍ଡରେ ନେବାକୁ ପୋଲିସ୍‌କୁ ଅନୁମତି ଦେଇଛନ୍ତି।

ପୋଲିସ୍‌ ଡିଜିପି କେ.ବି. ସିଂହ କହିଛନ୍ତି,“ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ଅଗ୍ନିଶମ ବିଭାଗର ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସଙ୍କୁ ମଧ୍ୟ ପଚରାଉଚରା କରାଯିବ। ଶାଶ୍ୱତୀଙ୍କୁ ପୋଲିସ୍‌ ଖୋଜୁଛି। ଶାଶ୍ୱତୀଙ୍କ ସହ ଅନ୍ୟ ଟ୍ରଷ୍ଟିଙ୍କୁ ବି ଗିରଫ କରାଯାଇପାରେ। ହସ୍ପିଟାଲର କଳା ଟଙ୍କା ଯାଞ୍ଚ ସମ୍ପର୍କରେ ଇଡିଙ୍କ ଚିଠି ଆମେ ପାଇଛୁ। ଫଣ୍ଡିଂ ବାବଦରେ ମଧ୍ୟ ସମସ୍ତ ଟ୍ରଷ୍ଟିଙ୍କୁ ପଚରାଉଚରା କରାଯିବ।”

ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକ ରାତି ୩ଟା ୩୦ରେ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସମସ୍ତ ଟ୍ରଷ୍ଟିଙ୍କୁ ଡାକି ବୟାନ ରେକର୍ଡ କରାଯିବ। ଏଯାଏଁ ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ଗିରଫ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ। ତଦନ୍ତ ସମୟରେ ଯାହାର ଦୋଷ ଜଣାପଡ଼ିଲେ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହସ୍ପିଟାଲ ନିରାପତ୍ତା ସହ ସଂପୃକ୍ତ ଥିବା ସମସ୍ତଙ୍କୁ ପଚରାଉଚରା କରାଯିବ।”

ସମ୍‌ ହସ୍ପିଟାଲରେ ଫାୟାର ସେଫ୍ଟି ନେଇ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତା କହିଛନ୍ତି,“ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛି। ହସ୍ପିଟାଲରେ ଫାୟାର ସେଫ୍ଟି ଲାଇସେନ୍ସ ନବୀକରଣ ନେଇ ଅନୁଧ୍ୟାନ କରାଯାଉଛି। ଏହାସହିତ ଫାୟାର ସେଫ୍ଟି ଅଡିଟ୍‌ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଫ୍ଟି ଅଡିଟ୍‌ ନ ହେଲେ ହସ୍ପିଟାଲକୁ ବନ୍ଦ କରି ଦିଆଯିବ।”

ଗତକାଲି ମନୋଜଙ୍କୁ ଗିରଫ କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ତାଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ କରାଯାଇଥିଲା। ଏହାସହିତ ମନୋଜ ନାୟକଙ୍କୁ ଧରିବାକୁ ଗତକାଲି ଲୁକ୍‌ ଆଉଟ୍ ସର୍କୁଲାର ଜାରି କରିଥିଲା କମିଶନରେଟ୍ ପୋଲିସ୍। ତାଙ୍କ ସ୍ତ୍ରୀ ଶାଶ୍ୱତୀ ଦାସଙ୍କ ନାଁରେ ବି ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଉଭୟେ ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ସେମାନେ ଯେପରି ଦେଶ ବାହାରକୁ ନ ଯାଇପାରିବେ ସେଥିପାଇଁ ଏହି ସର୍କୁଲାର ଜାରି କରାଯାଇଛି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଥିଲେ।

ସମ୍‌ ମାଲିକଙ୍କ ଗିରଫଦାରୀକୁ ପ୍ରାଇଭେଟ୍‌ ହସ୍ପିଟାଲ ଆସୋସିଏସନର ବିରୋଧ

ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କ ଗିରଫଦାରୀକୁ ପ୍ରାଇଭେଟ୍‌ ହସ୍ପିଟାଲ ଆସୋସିଏସନ୍ ବିରୋଧ କରିଛି। ମନୋଜଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହର ପାଇଁ ଆସୋସିଏସନ୍‌ ଦାବି କରିଛି। ମାମଲା ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଆସୋସିଏସନ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ମନୋଜ ନାୟକଙ୍କୁ ଗିରଫ କରାଯାଇପାରେ ବୋଲି ଗତକାଲି ଡିଏମ୍‌ଇଟି ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ‘ସମ୍‌’ର ଆର୍ଥିକ କାରବାରର ଯାଞ୍ଚ କରିବାକୁ କଳାଧନ ସଂପର୍କିତ ତଦନ୍ତ କରୁଥିବା ଏସ୍‌ଆଇଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଗତ ସୋମବାର ସନ୍ଧ୍ୟାରେ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗରେ ନିଆଁ ଲାଗିଯାଇଥିଲା। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story