ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୨ ମୃତ, ୨୦ରୁ ଅଧିକ ଆହତ

ଭୁବନେଶ୍ୱର: ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗ ୱାର୍ଡରେ ନିଆଁ ଲାଗିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂତ୍ରରୁ ଜଣାପଡିଛି। ସଦ୍ୟତମ ସୂଚନା ଅନୁସାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ରି ହସ୍ପିଟାଲରେ ୮ ଜଣ ମୃତ୍ୟୁବରଣ କରିଛନ୍ତି। ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଝରକା ଓ କବାଟ ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ଓ […]

sum

sum

Rakesh Mallick
  • Published: Monday, 17 October 2016
  • Updated: 18 October 2016, 08:47 AM IST

Sports

Latest News

sum1ଭୁବନେଶ୍ୱର: ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗ ୱାର୍ଡରେ ନିଆଁ ଲାଗିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂତ୍ରରୁ ଜଣାପଡିଛି। ସଦ୍ୟତମ ସୂଚନା ଅନୁସାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ରି ହସ୍ପିଟାଲରେ ୮ ଜଣ ମୃତ୍ୟୁବରଣ କରିଛନ୍ତି। ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଝରକା ଓ କବାଟ ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ଓ ନିକଟସ୍ଥ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି।

ଧୂଆଁ ଯୋଗୁଁ ବହୁ ରୋଗୀ ଓ ତାଙ୍କ ସମ୍ପର୍କିୟ ଅଣ ନିଶ୍ୱାସୀ ହୋଇ ଅସୁସ୍ଥ ହୋଇପଡିଥିଲେ। ନିଆଁ ଲିଭାଇବା କାମରେ ୭ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡାଏଲେସିସି ବିଭାଗ ୱାର୍ଡରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଥିଲେ।

ଉଦ୍ଧାର କାର୍ଯ୍ୟରେ ୧୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୮୦ରୁ ୯୦ ଉଦ୍ଧାରକାରୀଙ୍କୁ ନିୟୋଜିତ ହୋଇଥିଲେ। ଏହାସହ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସରକାର ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଗ୍ନିଶମ ବିଭାଗ ଡିଜି ବିନୟ କୁମାର ବେହେରା କହିଛନ୍ତି,“ଉଦ୍ଧାର କାର୍ଯ୍ୟ ଚାଲିଛି। କେତେ କଣ କ୍ଷତି ହୋଇଛି ତାହା କହିହେବ ନାହିଁ। ଉଦ୍ଧାର କାର୍ଯ୍ୟ ସରିଲେ କ୍ଷୟକ୍ଷତି ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story