ସମ୍ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆଉ ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ପଞ୍ଚେଇ ବସ୍ତିଆ। ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗଲ ବାହାରଣାରେ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା। ସମ୍ ଅଗ୍ନିକାଣ୍ଡ ଘଟଣା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୭ ତାରିଖରେ ସେ ଆମ୍ରିରୁ ଡିସ୍‌ଚାର୍ଜ ହୋଇଥିଲେ। ପଞ୍ଚେଇଙ୍କ ମୃତ୍ୟୁ ସହିତ ସମ୍‌ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୩୧ରେ […]

sum6

sum6

Rakesh Mallick
  • Published: Friday, 18 November 2016
  • Updated: 18 November 2016, 07:45 AM IST

Sports

Latest News

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆଉ ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ପଞ୍ଚେଇ ବସ୍ତିଆ। ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗଲ ବାହାରଣାରେ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା।

ସମ୍ ଅଗ୍ନିକାଣ୍ଡ ଘଟଣା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୭ ତାରିଖରେ ସେ ଆମ୍ରିରୁ ଡିସ୍‌ଚାର୍ଜ ହୋଇଥିଲେ।

ପଞ୍ଚେଇଙ୍କ ମୃତ୍ୟୁ ସହିତ ସମ୍‌ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି। ଏହି ଅଗ୍ନିକାଣ୍ଡ ଘଟଣା ପରେ ମୃତ ଅବସ୍ଥାରେ ୧୯ ଜଣ ରୋଗୀଙ୍କୁ ଅନ୍ୟାନ୍ୟ ହସ୍‌ପିଟାଲ୍‌କୁ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story