ସମ୍‌ ହସ୍ପିଟାଲ୍‌ ମାଲିକ ମନୋଜ ନାୟକଙ୍କୁ ଧରିବାକୁ ଲୁକ୍‌ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମନୋଜ ନାୟକଙ୍କୁ ଧରିବାକୁ ଆଜି ଲୁକ୍‌ ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ୍। ତାଙ୍କ ସ୍ତ୍ରୀ ଶାଶ୍ୱତୀ ଦାସଙ୍କ ନାଁରେ ବି ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଉଭୟେ ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ସେମାନେ ଯେପରି ଦେଶ ବାହାରକୁ ନଯାଇପାରିବେ ସେଥିପାଇଁ ଏହି ସର୍କୁଲାର ଜାରି କରାଯାଇଛି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଳାୟକୁ […]

manoj-nayak

manoj-nayak

Rakesh Mallick
  • Published: Wednesday, 19 October 2016
  • Updated: 20 October 2016, 08:00 AM IST

Sports

Latest News

manoj-nayakଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମନୋଜ ନାୟକଙ୍କୁ ଧରିବାକୁ ଆଜି ଲୁକ୍‌ ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ୍। ତାଙ୍କ ସ୍ତ୍ରୀ ଶାଶ୍ୱତୀ ଦାସଙ୍କ ନାଁରେ ବି ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଉଭୟେ ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ସେମାନେ ଯେପରି ଦେଶ ବାହାରକୁ ନଯାଇପାରିବେ ସେଥିପାଇଁ ଏହି ସର୍କୁଲାର ଜାରି କରାଯାଇଛି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଳାୟକୁ ଏନେଇ ଚିଠି କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଖୁରାନିଆ କହିଛନ୍ତି,“ଏ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ହସ୍ପିଟାଲ୍‌ର କାର୍ଯ୍ୟ ପରିଚାଳନା ଓ ଅଧିକାରୀମାନଙ୍କ ଦାୟିତ୍ୱ ନେଇ ଅଧିକ ଖୋଳତାଡ଼ କରାଯିବ। ଗିରଫଙ୍କ ସଂଖ୍ୟା ବଢ଼ିପାରେ।”

ମନୋଜ ନାୟକଙ୍କୁ ଗିରଫ କରାଯାଇପାରେ ବୋଲି ଆଜି ଡିଏମ୍‌ଇଟି ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ‘ସମ୍‌’ର ଆର୍ଥିକ କାରବାରର ଯାଞ୍ଚ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି କଳାଧନ ସଂପର୍କିତ ତଦନ୍ତ କରୁଥିବା ଏସ୍‌ଆଇଟି।

ସମ୍‌ ହସ୍ପିଟାଲର ମାଲିକ ମନୋଜ ନାୟକଙ୍କ ମାଲିକାନାରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଆଇଟିଆର୍‌ କଲେଜ, ପ୍ରମେୟ ଖବରକାଗଜ ଏବଂ ନ୍ୟୁଜ୍‌ ୭ ଟିଭି।

ଗତ ସୋମବାର ସନ୍ଧ୍ୟାରେ ସମ୍ ହସ୍ପିଟାଲରେ ହୋଇଥିଲା ଭୟାବହ ଅଗ୍ନିକାଣ୍ଡ। ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ପରେ ମଧ୍ୟ ହସ୍ପିଟାଲ ସିଲ୍‌ କରାଯାଇନି। ସମ୍‌ ହସ୍ପିଟାଲର ଅନ୍ୟ ୱାର୍ଡ଼ରେ ଏବେ ମଧ୍ୟ ରୋଗୀ ସେବା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story