ସମ୍‌ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଯାଇ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ପୀଡ଼ିତଙ୍କୁ ଭେଟିଛନ୍ତି। ଏହାସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନଡ୍ଡାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୀଡ଼ିତଙ୍କୁ ଭେଟିଛନ୍ତି। କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି,“ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଏଠାକୁ କାହାରିଙ୍କୁ ଦୋଷ ଦେବାକୁ ଆସିନାହିଁ। ଏବେ ଆହତଙ୍କ ଚିକିତ୍ସା ଉପରେ […]

jp-nadda

jp-nadda

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 07:48 PM IST

Sports

Latest News

bjpଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଯାଇ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ପୀଡ଼ିତଙ୍କୁ ଭେଟିଛନ୍ତି। ଏହାସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନଡ୍ଡାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୀଡ଼ିତଙ୍କୁ ଭେଟିଛନ୍ତି।

କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି,“ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଏଠାକୁ କାହାରିଙ୍କୁ ଦୋଷ ଦେବାକୁ ଆସିନାହିଁ। ଏବେ ଆହତଙ୍କ ଚିକିତ୍ସା ଉପରେ ଦୃଷ୍ଟି ଦିଆଯାଉଛି। ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ତା’ର ଯାଞ୍ଚ କରାଯିବ। କେନ୍ଦ୍ର ସରକାର ଆବଶ୍ୟକ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ।”

ସେ କହିଛନ୍ତି,“ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ତଦନ୍ତ ଚାଲିଛି। କିନ୍ତୁ ଏହି ତଦନ୍ତର ରିପୋର୍ଟ ଶୀଘ୍ର ଆସିବା ଦରକାର। ଏହି ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଅନୁଧ୍ୟାନରୁ ଜଣାପଡୁଛି ସୁରକ୍ଷା ବ୍ୟବସ୍ଥାରେ ଆହୁରି ଉନ୍ନତି ହେବା ଆବଶ୍ୟକ। ଏହି ଘଟଣା ପରେ ସରକାର ଲୋକଙ୍କ ଭରଷା ହରାଇଛନ୍ତି। ପୁଣି ଭରଷା ଫେରିପାଇବାକୁ ହେଲେ ଦୋଷୀଙ୍କ ବିରୋଧରେ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।”

ନଡ୍ଡା ଭୁବନେଶ୍ୱରର ଏମସ୍‌, ସମ୍‌, କିମ୍ସ ଓ ଆମ୍ରି ହସପିଟାଲ ପରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story