ସୁନ୍ଦରଗଡ଼: ଘରୋଇ ବସ୍ ଓ ଡମ୍ପର ମଧ୍ୟରେ ଧକ୍କା, ୧୧ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଳ ନିକଟରେ ୧୦ ନମ୍ବର ରାଜ୍ୟ ରାଜପଥରେ ଆଜି ଏକ ଘରୋଇ ବସ୍ ଓ ଡମ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ବସ୍‌ରେ ବସିଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଗୁରୁତର ବସ୍ ଡ୍ରାଇଭରଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ସୁନ୍ଦରଗଡ଼ରୁ ରାଉରକେଲା ଯାଉଥିଲା। ଗରିଆମାଳ ନିକଟରେ ରାସ୍ତା […]

bus accident

bus accident

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 09:37 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଳ ନିକଟରେ ୧୦ ନମ୍ବର ରାଜ୍ୟ ରାଜପଥରେ ଆଜି ଏକ ଘରୋଇ ବସ୍ ଓ ଡମ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ବସ୍‌ରେ ବସିଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଗୁରୁତର ବସ୍ ଡ୍ରାଇଭରଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ବସ୍‌ଟି ସୁନ୍ଦରଗଡ଼ରୁ ରାଉରକେଲା ଯାଉଥିଲା। ଗରିଆମାଳ ନିକଟରେ ରାସ୍ତା ଉପରେ ବ୍ରେକ୍‌ ଡାଉନ୍‌ ହୋଇ ରହିଥିବା ଏକ ଡମ୍ପରକୁ ଓଭରଟେକ୍‌ କରୁ ଥିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଡମ୍ପର ସହିତ ବସ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ବଡ଼ଗାଁ ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story