ସୁନ୍ଦରଗଡ଼ରେ ସିରିଜ ଦୁର୍ଘଟଣା: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ଭୋଜପୁରଠାରେ ସିରିଜ୍‌ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମେ ଏକ ଟ୍ରକ୍‌ ସହ ପିକ୍‌ଅପ୍‌ ଭ୍ୟାନ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଟ୍ରକ୍‌ ପଛରେ ଥିବା କାରଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ମୃତକମାନେ ପିକ୍‌ଅପ୍‌ ଭ୍ୟାନର ଯାତ୍ରୀ ବୋଲି ଜଣାପଡିଛି। ସେହିପରି ଆହତମାନେ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 11:30 PM IST

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ଭୋଜପୁରଠାରେ ସିରିଜ୍‌ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମେ ଏକ ଟ୍ରକ୍‌ ସହ ପିକ୍‌ଅପ୍‌ ଭ୍ୟାନ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଟ୍ରକ୍‌ ପଛରେ ଥିବା କାରଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ମୃତକମାନେ ପିକ୍‌ଅପ୍‌ ଭ୍ୟାନର ଯାତ୍ରୀ ବୋଲି ଜଣାପଡିଛି। ସେହିପରି ଆହତମାନେ କାରର ଯାତ୍ରୀ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story