ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେପି ଯୁବମୋର୍ଚ୍ଚାର କଳାପତାକା ପ୍ରଦର୍ଶନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଏଲଗା ଠାରେ ଏକ ନବନିର୍ମିତ ପୋଲ ଉଦଘାଟନ କରିବାକୁ ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯାଉଥିବା ବେଳେ ବାଣ୍ଠୁଟୋଲି ଠାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିବା ସହିତ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। ମନ୍ତ୍ରୀଙ୍କ ସହ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ମଧ୍ୟ ଯାଉଥିଲେ। ପ୍ରାୟ ୩୦ ଜଣ କର୍ମୀ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ପରେ ସେଠାରୁ ଖସି […]

sundaragada

sundaragada

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 01:49 PM IST

Sports

Latest News

sundergada ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଏଲଗା ଠାରେ ଏକ ନବନିର୍ମିତ ପୋଲ ଉଦଘାଟନ କରିବାକୁ ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯାଉଥିବା ବେଳେ ବାଣ୍ଠୁଟୋଲି ଠାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିବା ସହିତ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। ମନ୍ତ୍ରୀଙ୍କ ସହ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ମଧ୍ୟ ଯାଉଥିଲେ।

ପ୍ରାୟ ୩୦ ଜଣ କର୍ମୀ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ପରେ ସେଠାରୁ ଖସି ଚାଲି ଯାଇଥିଲେ।

ନିକଟରେ ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣା ପରେ ରାଜ୍ୟର ମନ୍ତ୍ରୀମାନଙ୍କୁ ବିରୋଧ କରିବା ନେଇ ବିଜେପି ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ଘୋଷଣା ପରେ ଏଠାରେ ବିରୋଧ ପ୍ରଦର୍ଶନକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା।

ପୁର୍ବରୁ କୁତ୍ରା ବସ୍‌ ଷ୍ଟାଣ୍ଡ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳାପତାକା ଦେଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story