ଓଡ଼ିଶା ଖଣି ଅନିୟମିତତା ମାମଲା: ଶତ ପ୍ରତିଶତ ଜରିମାନା ଦେବାକୁ ମାଲିକଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ବେଆଇନ୍ କାରବାର କରିଥିବା ଖଣି ଲିଜଧାରୀଙ୍କୁ ବଡ ଝଟକା ଲାଗିଛି। ଶତ ପ୍ରତିଶତ ଜରିମାନା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଜରିମାନା ନଦେଲେ ଖଣି ଖୋଲାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସେପଟେ ରାଜ୍ୟ ସରକାର ଜରିମାନା ବାବଦକୁ ପ୍ରାୟ ୬୧ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ପୂର୍ବରୁ ନୋଟିସ୍ ଦେଇଥିଲେ। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକୃତରେ କେତେ ଟଙ୍କା ଆଦାୟ ହେବ ସେ ନେଇ […]

supreme-court 2

supreme-court 2

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 10:31 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ବେଆଇନ୍ କାରବାର କରିଥିବା ଖଣି ଲିଜଧାରୀଙ୍କୁ ବଡ ଝଟକା ଲାଗିଛି। ଶତ ପ୍ରତିଶତ ଜରିମାନା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଜରିମାନା ନଦେଲେ ଖଣି ଖୋଲାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସେପଟେ ରାଜ୍ୟ ସରକାର ଜରିମାନା ବାବଦକୁ ପ୍ରାୟ ୬୧ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ପୂର୍ବରୁ ନୋଟିସ୍ ଦେଇଥିଲେ। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକୃତରେ କେତେ ଟଙ୍କା ଆଦାୟ ହେବ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କମନ୍ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଅଭିଯୋଗ ଆଧାରରେ ସୁପ୍ରମକୋର୍ଟ ଏହି ରାୟ ଦେଇଛନ୍ତି।

ଓଡିଶାରେ ବେଆଇନ ଖଣି କରିବାରର ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଏକ୍ସପର୍ଟ କମିଟି ଗଠନ ଲାଗି କୋର୍ଟ କହିଛନ୍ତି। ଏହାଛଡ଼ା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବ ରାଜ୍ୟରେ ଖଣିର ସ୍ଥିତାବସ୍ଥା ନେଇ ସତ୍ୟପାଠ ଦାଖଲ କରିବେ। ସେହିପରି  ୨୦୦୮ ର ନ୍ୟାସନାଲ ମିନେରାଲ୍ ପଲିସିକୁ ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତାକୁ ଦେଖି ତର୍ଜମା ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି କୋର୍ଟ। ସେପଟେ କିଛି ଖଣି କମ୍ପାନୀର ଆବେଦନ ଉପରେ ଶୁଣାଣି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରାଯିବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି।

ଖଣି ଖନନର ଅନିୟମିତତା, ସରକାରୀ ଆଇନର ଉଲ୍ଲଘଂନ, ଜଙ୍ଗଲ ଜମିରେ ଖଣି  ଖନନ, ମଂଜୁର ପରିମାଣଠାରୁ ଅଧିକ ଉତ୍ତୋଳନ ଭଳି ବେଆଇନ ଖଣି କାରବରା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘୋଟାଲାର ତଦନ୍ତ କରି ଜଷ୍ଟିସ ଏମ୍. ବି ଶାହା କମିଶନ୍ ତାଙ୍କ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ। ଖଣି ଲିଜଧାରୀଙ୍କୁ ଫାଇନ ଆଦାୟ ନେଇ ରାଜ୍ୟ ସରକାର କହିବାପରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story