ସୁଷମାଙ୍କୁ ଭେଟିଲେ ନବୀନ, ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ର ନେଇ ଆଲୋଚନା

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ରାଜ୍ୟରେ ଅଧିକ ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ର ପ୍ରତିଷ୍ଠା ସହ ବିଦେଶକୁ କାମ କରିବାକୁ ଯାଉଥିବା ଓଡ଼ିଆଙ୍କ  ଡାଟାବେସ୍‌ ପ୍ରସ୍ତୁତି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ୩ଟି ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ର ବାଲେଶ୍ୱର, ବ୍ରହ୍ମପୁର ଓ ଭବାନୀପାଟଣାରେ ଖୋଲିବାକୁ ସୁଷମାଙ୍କୁ ନବୀନ ଅନୁରୋଧ କରିଛନ୍ତି । ଏହା ସହ ବିଭିନ୍ନ ସମୟରେ […]

naveen,,,

naveen,,,

Rakesh Mallick
  • Published: Friday, 17 March 2017
  • Updated: 17 March 2017, 08:48 AM IST

Sports

Latest News

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ରାଜ୍ୟରେ ଅଧିକ ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ର ପ୍ରତିଷ୍ଠା ସହ ବିଦେଶକୁ କାମ କରିବାକୁ ଯାଉଥିବା ଓଡ଼ିଆଙ୍କ  ଡାଟାବେସ୍‌ ପ୍ରସ୍ତୁତି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ରାଜ୍ୟରେ ୩ଟି ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ର ବାଲେଶ୍ୱର, ବ୍ରହ୍ମପୁର ଓ ଭବାନୀପାଟଣାରେ ଖୋଲିବାକୁ ସୁଷମାଙ୍କୁ ନବୀନ ଅନୁରୋଧ କରିଛନ୍ତି । ଏହା ସହ ବିଭିନ୍ନ ସମୟରେ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶରେ କାମ କରୁଥିବା ଓଡ଼ିଆମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରିବାକୁ  ନବୀନ କହିଛନ୍ତି।

ସେହିପରି ବିଦେଶରେ ରହି କାମ କରୁଥିବା ଓଡ଼ିଆଙ୍କ ସମ୍ପର୍କରେ  ରାଜ୍ୟ ସରକାରଙ୍କ ସବିଶେଷ ତଥ୍ୟ  ରହୁ ନ ଥିବାରୁ ଅସମୟରେ  ସେମାନଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବାରେ ଅସୁବିଧା ହେଉଛି। ବିଦେଶ ଯାଉଥିବା ଓଡ଼ିଆ ଶ୍ରମିକମାନଙ୍କର ଏକ ସମ୍ପୂର୍ଣ୍ଣ ଡାଟାବେସ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ସହ ଆଦାନ ପ୍ରଦାନ କରିବାରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏସବୁ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story