ସ୍ୱର୍ଗଦ୍ୱାର ଜମି ହଡପ୍‌ ନେଇ ସରକାର ଓ ତାଙ୍କ ପୂର୍ବସୁରୀଙ୍କ ଉପରେ ଦୋଷ ଲଦିଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ୍‌ ନେଇ ବିଭିନ୍ନ ସମୟରେ ଥିବା ସରକାର ଓ ତାଙ୍କ ପୂର୍ବସୁରୀଙ୍କ ଉପରେ ଦୋଷ ଲଦିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ପୁରୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ମୋ ପୂର୍ବରୁ ଥିବା ଲୋକମାନେ କ୍ଷମତାର ଦୁରୁପଯୋଗ କରିଛନ୍ତି। ଏଥିପାଇଁ ଜମି ଅସାଧୁ ଲୋକଙ୍କ ହାତକୁ ଚାଲି ଯାଇଛି।” ସେ କହିଛନ୍ତି,“ମୋ ଆସିବା ପୂର୍ବରୁ ମଠର ପ୍ରଭାରିଙ୍କୁ ମାଡ଼ ମରାଯାଇଥିଲା। ଏପରିକି ମଠରୁ କାଗଜପତ୍ର ଚୋରି କରାଯିବା ସହ ଜମି ଉପରେ କବ୍‌ଜା କରାଯାଇଥିଲା। […]

sankarachariya

sankarachariya

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 08:47 PM IST

Sports

Latest News

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ୍‌ ନେଇ ବିଭିନ୍ନ ସମୟରେ ଥିବା ସରକାର ଓ ତାଙ୍କ ପୂର୍ବସୁରୀଙ୍କ ଉପରେ ଦୋଷ ଲଦିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ପୁରୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ମୋ ପୂର୍ବରୁ ଥିବା ଲୋକମାନେ କ୍ଷମତାର ଦୁରୁପଯୋଗ କରିଛନ୍ତି। ଏଥିପାଇଁ ଜମି ଅସାଧୁ ଲୋକଙ୍କ ହାତକୁ ଚାଲି ଯାଇଛି।”

ସେ କହିଛନ୍ତି,“ମୋ ଆସିବା ପୂର୍ବରୁ ମଠର ପ୍ରଭାରିଙ୍କୁ ମାଡ଼ ମରାଯାଇଥିଲା। ଏପରିକି ମଠରୁ କାଗଜପତ୍ର ଚୋରି କରାଯିବା ସହ ଜମି ଉପରେ କବ୍‌ଜା କରାଯାଇଥିଲା। ଭୌଗଳିକ ଦୃଷ୍ଟି କୋଣରୁ ମଠର କିଛି ସ୍ଥିତି ନଥିଲା। ପ୍ରଶାସନ ତନ୍ତ୍ରର ଅବହେଳା ଓ ମୁଖ୍ୟମନ୍ତ୍ରୀମାନଙ୍କ ହେୟଜ୍ଞାନ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos