ହୃଦ୍‌ଘାତ ପୂର୍ବରୁ ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ, ଜାଣନ୍ତୁ ସତର୍କ ରୁହନ୍ତୁ

ପ୍ରାୟ ସମସ୍ତେ ଭାବନ୍ତି ଯେ ହୃଦ୍‌ଘାତ କେବଳ ପୁରୁଷମାନଙ୍କୁ ହୋଇଥାଏ। କିନ୍ତୁ ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ହୃଦ୍‌ଘାତ କାହାକୁ ବି ହେଇପାରେ। ମହିଳାମାନଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମୟରେ ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ। ଯାହାକୁ ଅଣଦେଖା କରିବା ଭୁଲ। ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ହୃଦ୍‌ଘାତ ପୂର୍ବରୁ ମହିଳାଙ୍କ ‍କ୍ଷେତ୍ରରେ କିଛି ବିଶେଷ ଲକ୍ଷଣ ଦେଖାଯାଇଥାଏ। ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ କ’ଣ। ୧. ହୃଦ୍‌ଘାତ ହେବା ପୂର୍ବରୁ ମହିଳାମାନଙ୍କର ବାନ୍ତି ହୋଇଥାଏ। ପେଟ ମଧ୍ୟ ଖରାପ […]

heart attack- image

heart attack- image

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 04:44 AM IST

Sports

Latest News

ପ୍ରାୟ ସମସ୍ତେ ଭାବନ୍ତି ଯେ ହୃଦ୍‌ଘାତ କେବଳ ପୁରୁଷମାନଙ୍କୁ ହୋଇଥାଏ। କିନ୍ତୁ ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ହୃଦ୍‌ଘାତ କାହାକୁ ବି ହେଇପାରେ। ମହିଳାମାନଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମୟରେ ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ। ଯାହାକୁ ଅଣଦେଖା କରିବା ଭୁଲ। ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ହୃଦ୍‌ଘାତ ପୂର୍ବରୁ ମହିଳାଙ୍କ ‍କ୍ଷେତ୍ରରେ କିଛି ବିଶେଷ ଲକ୍ଷଣ ଦେଖାଯାଇଥାଏ। ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ କ’ଣ।

୧. ହୃଦ୍‌ଘାତ ହେବା ପୂର୍ବରୁ ମହିଳାମାନଙ୍କର ବାନ୍ତି ହୋଇଥାଏ। ପେଟ ମଧ୍ୟ ଖରାପ ଲାଗିଥାଏ। କାରଣ ହୃତପିଣ୍ଡକୁ ରକ୍ତ ପହଞ୍ଚାଉଥିବା ଧମନୀ ଅବରୁଦ୍ଧ ହୋଇଯାଏ।

୨. ବେକ, ପିଠି, କାନ୍ଧ ପ୍ରବଳ ବିନ୍ଧିବା ହୃଦ୍‌ଘାତର ଲକ୍ଷଣ। ଏହାକୁ ‘ରେଡିଏଟିଂ’ ପେନ୍ କୁହାଯାଏ। ହୃତପିଣ୍ଡର କେତେକ ଧମନୀ ବନ୍ଦ ହୋଇଯିବା ଦ୍ୱାରା ଏପରି ହୋଇଥାଏ।

୩- ମୁଣ୍ଡ ବୁଲାଇବା ହୃଦ୍‌ଘାତର ଅନ୍ୟ ଏକ ଲକ୍ଷଣ। ଯଦି ମହିଳାଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାକୁ ଅଣଦେଖା କରନ୍ତୁ ନାହିଁ।

୪. ଛାତି ଯନ୍ତ୍ରଣା ହେବା ହୃଦ୍‌ଘାତର ଆଉ ଏକ ଲକ୍ଷଣ। ଯଦି ଆପଣଙ୍କର ବାରମ୍ବାର ଛାତିରେ ଯନ୍ତ୍ରଣା ହେଉଛି। ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୫. ଯଦି ବିନା ପରିଶ୍ରମରେ ଅତ୍ୟଧିକ ଝାଳ ବହୁଛି ତାହେଲେ ଜାଣି ରଖନ୍ତୁ, ଏହା ହୃଦ୍‌ଘାତର ଲକ୍ଷଣ। ଆପଣଙ୍କର ଏପରି ସମସ୍ୟା ହେଉଥିଲେ ଅଣଦେଖା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୬ . ଦାନ୍ତ ମାଢ଼ି ଦରଜ ହେଉଥିଲେ ମଧ୍ୟ ହୃଦ୍‌ଘାତର ହେବାର ଆଶଙ୍କା ଥାଏ। କାରଣ ମାଢ଼ିର କିଛି ଧମନୀ ହୃତପିଣ୍ଡ ସହ ଜଡ଼ିତ। ଯଦି ଏହି ଦରଜ ଅନେକ ସମୟ ଲାଗି ରହେ ତେବେ ଏହା ଆପଣଙ୍କ ଦାନ୍ତ ଜନିତ ସମସ୍ୟା ହୋଇପାରେ। କିନ୍ତୁ ଯଦି ଏହା କେବଳ ମଝିରେ ମଝିରେ ଆପଣ ଥକିଗଲା ବେଳେ ହେଉଥାଏ, ତେବେ ଏହା ହୃଦ୍‌ଘାତର ଲକ୍ଷଣ।

୭. ଏକ ସର୍ଭେରୁ ଜଣାପଡ଼ିଛି ଯେ ୪୨ ପ୍ରତିଶତ ମହିଳାଙ୍କୁ ହୃଦ୍‌ଘାତ ଆସିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୁଏ। ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏପରି ହୋଇଥାଏ। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଛାତି ଯନ୍ତ୍ରଣା ବିନା ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story