ତାମିଲନାଡୁରେ ଅଛନ୍ତି ବୁଦ୍ଧିଆ: ପୋଲିସ କମିଶନର

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂ ନିଖୋଜ ଘଟଣାରୁ ପରଦା ଉଠିଛି। ବୁଦ୍ଧିଆ ଏବେ ମାଆ ସୁକାନ୍ତି ସିଂଙ୍କ ସହ ତାମିଲନାଡୁର କୋଡାଇକାନାଲରେ ଛୁଟି କାଟୁଛନ୍ତି। ଏ ନେଇ ପୋଲିସ କମିଶନର ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୁଁ ବୁଦ୍ଧିଆଙ୍କ ସହ ଫୋନ୍‌ରେ କଥା ହୋଇଛି। ସେମାନେ ଭଲରେ ଅଛନ୍ତି, ଏକ ହୋଟେଲରେ ରହୁଛନ୍ତି। କୋଡାଇକାନାଲରୁ ଉଭୟେ ମୁମ୍ବାଇ ଯିବେ। ସେଠାରେ କିଛିଦିନ ବୁଲିବା ପରେ ୨୪ କିମ୍ବା ୨୫ରେ ଉଭୟ ଓଡ଼ିଶା ଫେରିବେ। […]

budhia1

budhia1

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 08:19 PM IST

Sports

Latest News

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂ ନିଖୋଜ ଘଟଣାରୁ ପରଦା ଉଠିଛି। ବୁଦ୍ଧିଆ ଏବେ ମାଆ ସୁକାନ୍ତି ସିଂଙ୍କ ସହ ତାମିଲନାଡୁର କୋଡାଇକାନାଲରେ ଛୁଟି କାଟୁଛନ୍ତି। ଏ ନେଇ ପୋଲିସ କମିଶନର ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୁଁ ବୁଦ୍ଧିଆଙ୍କ ସହ ଫୋନ୍‌ରେ କଥା ହୋଇଛି। ସେମାନେ ଭଲରେ ଅଛନ୍ତି, ଏକ ହୋଟେଲରେ ରହୁଛନ୍ତି। କୋଡାଇକାନାଲରୁ ଉଭୟେ ମୁମ୍ବାଇ ଯିବେ। ସେଠାରେ କିଛିଦିନ ବୁଲିବା ପରେ ୨୪ କିମ୍ବା ୨୫ରେ ଉଭୟ ଓଡ଼ିଶା ଫେରିବେ। ସେମାନେ ନିଜ ଇଚ୍ଛାରେ ଯାଇଥିବା ବୁଦ୍ଧିଆ କହିଛନ୍ତି।”

ସୂଚନାଯୋଗ୍ୟ, ଖରା ଛୁଟି ପରେ ବୁଦ୍ଧିଆ ସିଂ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍‌କୁ ଫେରି ନାହାନ୍ତି। ଗତକାଲି ହଷ୍ଟେଲ୍ କର୍ତ୍ତୃପକ୍ଷ ସିଡବ୍ଲ୍ୟୁସିକୁ ଦେଇଥିବା ରିପୋର୍ଟରେ କହିଥିଲେ ଯେ ବୁଦ୍ଧିଆ ଖରା ଛୁଟିର ତିନିଦିନ ପୂର୍ବରୁ ଛୁଟି ନେଇ ଚାଲି ଯାଇଥିଲେ। ଏ ପର୍ଯ୍ୟନ୍ତ ସେ ହଷ୍ଟେଲକୁ ଫେରି ନାହାନ୍ତି। ସେ ନିଖୋଜ ଥିବା ନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ। ବୁଦ୍ଧିଆଙ୍କ ମା’ ଓ ଅଭିଭାବକଙ୍କ ସହିତ ଚିଠି ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେମାନେ କୌଣସି ଉତ୍ତର ପଠାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story