ମାହାଙ୍ଗା ଘଟଣାରେ ତାରାଙ୍କ କଟାକ୍ଷ: କହିଲେ ଅଣ୍ଡା ଫିଙ୍ଗି ଥିବା ଲୋକଙ୍କୁ ପୋଲିସ୍ ଚାକିରି ଦିଆଯାଉ

ଭୁବନେଶ୍ୱର: ମାହାଙ୍ଗାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡା ଫିଙ୍ଗା ଘଟଣାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଯେଉଁ ବ୍ୟକ୍ତି ଜଣଙ୍କ ସାଂସଦଙ୍କ ଉପରକୁ ଅଣ୍ଡା ମାରିଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପୋଲିସ୍‌ରେ ଚାକିରି ଦିଅନ୍ତୁ। ତା’ର ଲକ୍ଷ୍ୟ ଭଲ ଅଛି। ସେ ଭଲ କାମ କରିବ। ତାରା କହିଛନ୍ତି, କାର୍‌କୁ ଅଣ୍ଡା ମାରିଲେ ୩୦୭ରେ ମାମଲା ରୁଜୁ ହେଉଛି। ଅଣ୍ଡା […]

Tara

Tara

Rakesh Mallick
  • Published: Friday, 02 June 2017
  • Updated: 02 June 2017, 01:54 PM IST

Sports

Latest News

ଭୁବନେଶ୍ୱର: ମାହାଙ୍ଗାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡା ଫିଙ୍ଗା ଘଟଣାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଯେଉଁ ବ୍ୟକ୍ତି ଜଣଙ୍କ ସାଂସଦଙ୍କ ଉପରକୁ ଅଣ୍ଡା ମାରିଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପୋଲିସ୍‌ରେ ଚାକିରି ଦିଅନ୍ତୁ। ତା’ର ଲକ୍ଷ୍ୟ ଭଲ ଅଛି। ସେ ଭଲ କାମ କରିବ।

ତାରା କହିଛନ୍ତି, କାର୍‌କୁ ଅଣ୍ଡା ମାରିଲେ ୩୦୭ରେ ମାମଲା ରୁଜୁ ହେଉଛି। ଅଣ୍ଡା ମୁଣ୍ଡରେ ବାଜିଲେ କିଛି ନାହିଁ।

ଅନ୍ୟପକ୍ଷରେ ଏ ମାମଲାରେ ପୋଲିସ୍‌କୁ ଦୋଷ ଦେଇଛନ୍ତି ବରିଷ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,“ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ୍ ଅଛି। ସମସ୍ତଙ୍କ ଉପସ୍ଥିତିରେ ଅଣ୍ଡା ମାଡ଼ ହେଲା। ପୋଲିସ୍ କିଛି କଲାନି। ପୋଲିସ୍ ତା କାମ ଠିକ୍ ଭାବେ କରୁନି।”

ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାରକୁ ଅଣ୍ଡାମାଡ଼ ହେବା ପରେ ପୋଲିସ୍ କେସ୍‌ କଲା। ବୈଜୟନ୍ତଙ୍କୁ ଅଣ୍ଡା ମାଡ଼ ହୋଇଛି। ପୋଲିସ୍ କେସ୍ କରିବ ନା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story