ତାତି ସହି ପରିଲେନି ନେତା: ଧରାପଡିଲା ଆନ୍ତରିକତା

ଭୁବନେଶ୍ୱର: କିରାସିନି କୋଟା କାଟ୍‌କୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି। ପ୍ରତିଦିନ ବିଜେଡି ଓ ବିଜେପି ନେତାମାନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳୁଛି। କେହି କାହାରିଙ୍କୁ ଆକ୍ଷେପ ପ୍ରତିଆକ୍ଷେପ କରିବାକୁ ସୁଯୋଗ ଛାଡୁ ନାହାନ୍ତି। କିରାସିନି କୋଟା କାଟକୁ ନେଇ ଆଜି ବିଜେଡି ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲା। ହେଲେ ଏହି ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ଆନ୍ତରିକତା ବିକ୍ଷୋଭ ବେଳେ ଦେଖିବାକୁ ମିଳିଥିଲା। ଦଳର ନେତାମାନେ […]

bjd

bjd

Rakesh Mallick
  • Published: Monday, 10 April 2017
  • Updated: 10 April 2017, 07:07 PM IST

Sports

Latest News

ଭୁବନେଶ୍ୱର: କିରାସିନି କୋଟା କାଟ୍‌କୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି। ପ୍ରତିଦିନ ବିଜେଡି ଓ ବିଜେପି ନେତାମାନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳୁଛି। କେହି କାହାରିଙ୍କୁ ଆକ୍ଷେପ ପ୍ରତିଆକ୍ଷେପ କରିବାକୁ ସୁଯୋଗ ଛାଡୁ ନାହାନ୍ତି। କିରାସିନି କୋଟା କାଟକୁ ନେଇ ଆଜି ବିଜେଡି ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲା। ହେଲେ ଏହି ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ଆନ୍ତରିକତା ବିକ୍ଷୋଭ ବେଳେ ଦେଖିବାକୁ ମିଳିଥିଲା। ଦଳର ନେତାମାନେ ବିକ୍ଷୋଭ ବେଳେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଇଥିଲେ। ତାହା ପୁଣି ପୋଲିସ ଭ୍ୟାନ୍‌ରେ। ଯାହାକୁ ନେଇ ଏବେ ରାଜଧାନୀର ରାଜନୀତି ପୁଣି ସରଗରମ ହୋଇଯାଇଛି।

ବିକ୍ଷୋଭ ବେଳେ ଦଳର ନେତାମାନେ ଚାଲି ଚାଲି ଯାଇ ରାଜଭବନରେ ରାଜ୍ୟପାଳଙ୍କୁ କିରାସିନି କୋଟା କାଟ ପ୍ରତିବାଦରେ ସ୍ମାରକପତ୍ର ଦେଇଥାନ୍ତେ। ହେଲେ ଖରା ତାତି ନେତାମାନେ ସହି ପାରିଲେ ନାହିଁ। ଏପରିକି ଚାଲି ଚାଲି ରାଜଭବନ ଯିବାକୁ ସାହାସ ମଧ୍ୟ ଜୁଟାଇ ପାରିଲେ ନାହିଁ। ଶେଷରେ ପୋଲିସ୍‌ ଭ୍ୟାନର ସହାୟତା ନେଇଥିଲେ। ରାଜଭବନ ମୁଖ୍ୟ ଫାଟକ ନିକଟରୁ ଏକ ପୋଲିସ୍‌ ଭ୍ୟାନରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ବ୍ୟୋମକେଶ ରାୟ, ବିଜୟ ମହାନ୍ତି, ଅତନୁ ସବ୍ୟସଚୀ ନାୟକ ପ୍ରମୁଖ ଯାଇଥିଲେ। ଭ୍ୟାନ ପଛରେ ଦଳୀୟ କର୍ମୀ ଖୁନ୍ଦାଖୁନ୍ଦି ହୋଇ ଭର୍ତ୍ତି ହୋଇଥିଲେ। ପଛରେ ଆଉ ଏକ ଭ୍ୟାନରେ ମନ୍ତ୍ରୀ ଅରୁଣ ସାହୁ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା। ଏ ଭ୍ୟାନ୍‌ ପଛପଟରେ ମଧ୍ୟ ଦଳୀୟ କର୍ମୀ ଖୁନ୍ଦାଖୁନ୍ଦି ହୋଇ ଭର୍ତ୍ତି ହୋଇଥିଲେ। ଏପରିକି କିଛି କର୍ମୀ ଛିଡା ହୋଇ ରାଜଭବନ ଯାଇଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story