ପ୍ରୋଲାଭରମ୍‌ ବିବାଦ: ଆଜି ଏନ୍‌ଜିଟିରେ ହେବ ଶୁଣାଣି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରକଳ୍ପ ବିରୋଧରେ ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ‘ରେଲା’ ପକ୍ଷରୁ ଦାୟର ମାମଲାର ଆଜି ଶୁଣାଣି ହେବ। ପୋଲାଭରମ ବନ୍ଧ ଉଚ୍ଚତା କମ କରିବା ସହ ସଠିକ ପରିବେଶ ମଞ୍ଜୁରୀ ପରେ କାମ ଆରମ୍ଭ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଦର୍ଶାଯାଇଥିଲା। କ୍ଷତିଗ୍ରସ୍ତ ଅଞ୍ଚଳରେ ସଠିକ ଜନଶୁଣାଣି କରିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଛି। ପୋଲାଭରମ୍ ପ୍ରକଳ୍ପକୁ ଓଡ଼ିଶା, ଛତିଶଗଡ ଓ ତେଲେଙ୍ଗାନା ବିରୋଧ କରୁଛନ୍ତି। […]

Polavaram Project

Polavaram Project

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 07:06 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରକଳ୍ପ ବିରୋଧରେ ନେସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ‘ରେଲା’ ପକ୍ଷରୁ ଦାୟର ମାମଲାର ଆଜି ଶୁଣାଣି ହେବ। ପୋଲାଭରମ ବନ୍ଧ ଉଚ୍ଚତା କମ କରିବା ସହ ସଠିକ ପରିବେଶ ମଞ୍ଜୁରୀ ପରେ କାମ ଆରମ୍ଭ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଦର୍ଶାଯାଇଥିଲା। କ୍ଷତିଗ୍ରସ୍ତ ଅଞ୍ଚଳରେ ସଠିକ ଜନଶୁଣାଣି କରିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଛି।

ପୋଲାଭରମ୍ ପ୍ରକଳ୍ପକୁ ଓଡ଼ିଶା, ଛତିଶଗଡ ଓ ତେଲେଙ୍ଗାନା ବିରୋଧ କରୁଛନ୍ତି। ଏହା ସତ୍ତ୍ୱେ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହି ମାମଲା ଏବେ ସୁପ୍ରମକୋର୍ଟରେ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story