ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୭ ମୃତ-୧୫ ଆହତ, ଟାର୍ଗେଟ ଥିଲେ ପୋଲିସ ଫସିଗଲେ ପବ୍ଲିକ

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ଆକ୍ରମଣରେ ବସରେ ଯାଉଥିବା ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଆହତ ହୋଇଛନ୍ତି। ଆଜି(ସୋମବାର) ରାତି ୮ଟା ୩୦ରେ ଜମ୍ମୁ କଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଏହି ଅଭାବନୀୟକାଣ୍ଡ ଘଟିଛି। ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଆସିଥିବା କେତେକ ଆତଙ୍କବାଦୀ ପୋଲିସ ପାର୍ଟିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଅନନ୍ତନାଗ ଜିଲ୍ଲାର ଖାନବାଲ ଏରିଆ ବଟେଗାଁରେ ଆତଙ୍କବାଦୀମାନେ ପୋଲିସ ଉପରେ ଏହି ଗୁଳିମାଡ଼ କରିଥିଲେ। ପୋଲିସ ମଧ୍ୟ ପାଲଟା […]

Untitled-1

Untitled-1

Rakesh Mallick
  • Published: Monday, 10 July 2017
  • Updated: 10 July 2017, 10:20 PM IST

Sports

Latest News

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ଆକ୍ରମଣରେ ବସରେ ଯାଉଥିବା ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଆହତ ହୋଇଛନ୍ତି। ଆଜି(ସୋମବାର) ରାତି ୮ଟା ୩୦ରେ ଜମ୍ମୁ କଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଏହି ଅଭାବନୀୟକାଣ୍ଡ ଘଟିଛି। ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଆସିଥିବା କେତେକ ଆତଙ୍କବାଦୀ ପୋଲିସ ପାର୍ଟିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ।

ଅନନ୍ତନାଗ ଜିଲ୍ଲାର ଖାନବାଲ ଏରିଆ ବଟେଗାଁରେ ଆତଙ୍କବାଦୀମାନେ ପୋଲିସ ଉପରେ ଏହି ଗୁଳିମାଡ଼ କରିଥିଲେ। ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ଭାଗ୍ୟବସତଃ ଅମରନାଥକୁ ଯାତ୍ରାକୁ କରୁଥିବା ଉପରୋକ୍ତ ବସଟି ସେଇବାଟେ ଆସିବାରୁ ସମସ୍ତଙ୍କ ପାଇଁ କାଳ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିଗୁଳାମାଡ଼ରେ ବସରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଅନନ୍ତନାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story