ଏହି ୮ଟି କାରଣ ଯୋଗୁଁ ସମୟ ପୂର୍ବରୁ ଆପଣ ହୋଇଯାଆନ୍ତି ବୁଢ଼ା

ଅଧିକ ବୟସ ପର୍ଯ୍ୟନ୍ତ ଯବାନ ରହିବାର ଇଚ୍ଛା ସମସ୍ତଙ୍କର ଥାଏ। ତ୍ୱଚାରେ ବୟସର ଛାପ ଦେଖାଗଲେ ସମସ୍ତେ ପ୍ରାୟ ବ୍ୟସ୍ତ ହୋଇପଡନ୍ତି। କିନ୍ତୁ  କ’ଣ ଆପଣ ଜାଣନ୍ତି କିଛି ଭୁଲ୍‌ କାରଣରୁ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଯାହା ଫଳରେ ତ୍ୱଚାରେ ଦାଗ ଓ ସ୍କିନ ଖରାପ ହେବା ପରି ଅନେକ ପ୍ରକାର ଲକ୍ଷଣ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଭୁଲ୍‌ ଯୋଗୁ ସମୟ ପୂର୍ବରୁ ତ୍ୱଚାରେ ବାର୍ଦ୍ଧକ୍ୟ ଆସିଥାଏ। […]

old age

old age

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 02:51 PM IST

Sports

Latest News

ଅଧିକ ବୟସ ପର୍ଯ୍ୟନ୍ତ ଯବାନ ରହିବାର ଇଚ୍ଛା ସମସ୍ତଙ୍କର ଥାଏ। ତ୍ୱଚାରେ ବୟସର ଛାପ ଦେଖାଗଲେ ସମସ୍ତେ ପ୍ରାୟ ବ୍ୟସ୍ତ ହୋଇପଡନ୍ତି। କିନ୍ତୁ  କ'ଣ ଆପଣ ଜାଣନ୍ତି କିଛି ଭୁଲ୍‌ କାରଣରୁ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଯାହା ଫଳରେ ତ୍ୱଚାରେ ଦାଗ ଓ ସ୍କିନ ଖରାପ ହେବା ପରି ଅନେକ ପ୍ରକାର ଲକ୍ଷଣ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଭୁଲ୍‌ ଯୋଗୁ ସମୟ ପୂର୍ବରୁ ତ୍ୱଚାରେ ବାର୍ଦ୍ଧକ୍ୟ ଆସିଥାଏ।

୧. ସମ୍ପର୍କର ଫାଟ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଲଗାତାର ଭାବେ ଚିନ୍ତାରେ ରହିଲେ ଶରୀରରୁ ହର୍ମୋନ ନିର୍ଗତ ହୁଏ ଯାହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ ସମୟ ପୂର୍ବରୁ ବୟସର ଛାପ ଦେଖିବାକୁ ମିଳିଥାଏ।

୨. ସକାଳ ଜଳଖିଆ ନଖାଇବା ଦ୍ୱାରା ଦିନସାରା ଥକ୍କାପଣ, ଦୂର୍ବଳ ଅନୁଭବ ହୋଇଥାଏ ଯାହା ଫଳରେ ସମୟ ପୂର୍ବରୁ ବୁଢା ଦେଖାଯିବା ସମସ୍ୟା ଦେଖାଯାଇଥାଏ।

୩. ଲଗାତାର ଭାବେ ଅନେକ ଘଣ୍ଟା ଯାଏ ଗୋଟିଏ ସ୍ଥାନରେ ବସିରହିବା ଦ୍ୱାରା ଖାଦ୍ୟ ଠିକ୍‌ ଭାବେ ହଜମ ହୋଇନଥାଏ ଯେଉଁ କାରଣରୁ ମଣିଷ ମୋଟା ହୋଇଥାଏ। ଯାହା ଫଳରେ ଶରୀରରେ ଅନେକ ଖରାପ ପ୍ରଭାବ ପଡିଥାଏ।

୪. ପାଣି କମ୍‌ ପିଇବା ଦ୍ୱାରା ଶରୀରରେ ଜଳୀୟ ଅଶଂ କମିଯାଇଥାଏ। ଫଳରେ ଚର୍ମ ଶୁଷ୍କ ପଡିଯିବା ସହ ରୁଖା ହୋଇଯାଇଥାଏ।

୫. ମଦ, ଗଂଜେଇ, ସିଗ୍‌ରେଟ୍‌ ଓ ଡ୍ରଗ୍ସ ପରି ନିଶା ସେବନ କରିବା ଦ୍ୱାରା ଶରୀରରେ କର୍ଟିସୋଲ ନାମକ ହର୍ମୋନ ନିର୍ମାଣ ହୋଇଥାଏ। ଯେଉଁ କାରଣରୁ ଚିନ୍ତା ବଢିବା ସହ ସମୟ ପୂର୍ବରୁ ବୁଢା ଦେଖାଯାଆନ୍ତି।

୬. ଏକାସାଙ୍ଗରେ ଅନେକ ଗୁଡିଏ କାମ କରିବା ପାଇଁ ଅଧିକ ଏନର୍ଜି ଲାଗିଥାଏ। ଏହା ଦ୍ୱାରା ବ୍ରେନ୍‌ ଓ ହାର୍ଟ୍‌ ଉପରେ ଖରାପ ପ୍ରଭାବ ପଡିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story