ଠିକା ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ଆମରଣ ଅନଶନରେ ବସିଲା ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଛଟେଇ ବିରୋଧରେ ଆନ୍ଦୋଳନକୁ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଜୋରଦାର କରିଛି। ଛଟେଇ ହୋଇଥିବା ୩ ହଜାର ୭ଶହ ୬୦ ଚୁକ୍ତିଭିତ୍ତିକ ଶିକ୍ଷକ ଆଜିଠୁ ଅନଶନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଶିକ୍ଷକମାନେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସେମାନେ ଅନଶନରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ,  ଗତ ଜୁନରେ ସରକାର ରାଜ୍ୟରେ ଏକ ହଜାର ୪୨ଟି ସ୍କୁଲରେ ୩ହଜାର ୭ଶହ ୬୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଇଥିଲେ। ନଭେମ୍ୱର ୨୧ରେ […]

b

b

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 02:39 PM IST

ଭୁବନେଶ୍ୱର: ଛଟେଇ ବିରୋଧରେ ଆନ୍ଦୋଳନକୁ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଜୋରଦାର କରିଛି। ଛଟେଇ ହୋଇଥିବା ୩ ହଜାର ୭ଶହ ୬୦ ଚୁକ୍ତିଭିତ୍ତିକ ଶିକ୍ଷକ ଆଜିଠୁ ଅନଶନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଶିକ୍ଷକମାନେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସେମାନେ ଅନଶନରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ,  ଗତ ଜୁନରେ ସରକାର ରାଜ୍ୟରେ ଏକ ହଜାର ୪୨ଟି ସ୍କୁଲରେ ୩ହଜାର ୭ଶହ ୬୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଇଥିଲେ। ନଭେମ୍ୱର ୨୧ରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଟେଇ କରାଯାଇଥିଲା। ଏହାର ପ୍ରତିବାଦରେ ଶିକ୍ଷକମାନେ ଆନ୍ଦୋଳନ ଚଳାଇଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ମଧ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘକୁ ସମର୍ଥନ ଜଣାଇଛି। ଶିକ୍ଷା ପାଇଁ ସରକାର ନୀତି ସ୍ପଷ୍ଟ କରିବା ଦାବିରେ ଓଷ୍ଟା ବିଶାଳ ରାଲିର ଆୟୋଜନ କରିଥିଲା। ଏଥିରେ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ମଧ୍ୟ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos