ଘନ ଜଙ୍ଗଲରେ ୨୨ବର୍ଷ ଧରି କେମିତି ଏକା ରହୁଛନ୍ତି ଏହି ବ୍ୟକ୍ତି?

ନୂଆଦିଲ୍ଲୀ: ବ୍ରାଜିଲ୍‌ର ଏକ ଲୁପ୍ତପ୍ରାୟ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ହେବ ଘନ ଜଙ୍ଗଲରେ ଏକା ରହୁଛନ୍ତି। ତାଙ୍କର ଅନ୍ୟ ସାଙ୍ଗସାଥୀ ମାନଙ୍କୁ ୧୯୯୦ ଦଶକରେ ହତ୍ୟା କରାଯାଇଥିଲା। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିନାହିଁ। କିନ୍ତୁ ତାଙ୍କ ବୟସ ପାଖାପାଖି ୫୦ ହେବ ବୋଲି ଅନୁମାନ କରାଯାଉଛି। ଦୂରରୁ ହିଁ ସରକାର ତାଙ୍କୁ ସହାୟତା ଯୋଗାଇ […]

tttt

tttt

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 02:30 PM IST

Sports

Latest News

ନୂଆଦିଲ୍ଲୀ: ବ୍ରାଜିଲ୍‌ର ଏକ ଲୁପ୍ତପ୍ରାୟ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ହେବ ଘନ ଜଙ୍ଗଲରେ ଏକା ରହୁଛନ୍ତି। ତାଙ୍କର ଅନ୍ୟ ସାଙ୍ଗସାଥୀ ମାନଙ୍କୁ ୧୯୯୦ ଦଶକରେ ହତ୍ୟା କରାଯାଇଥିଲା। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିନାହିଁ। କିନ୍ତୁ ତାଙ୍କ ବୟସ ପାଖାପାଖି ୫୦ ହେବ ବୋଲି ଅନୁମାନ କରାଯାଉଛି। ଦୂରରୁ ହିଁ ସରକାର ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଆବଶ୍ୟକ ବ୍ୟବହାର୍ଯ୍ୟ ଜିନିଷ ଏହି ବ୍ୟକ୍ତିଙ୍କୁ ଦୂରେଇ ଥାଇ ପହଞ୍ଚାଇ ଦିଆଯାଏ।

ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସାହାଯ୍ୟ କରୁଥିବା ଜଣେ ଲୋକଙ୍କୁ ଏହି ବ୍ୟକ୍ତି ଜଣଙ୍କ ତୀର ମାରି ଆହତ କରି ଦେଇଥିଲେ। ଜଣେ ସୂଚନାଦାତାଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତି ବାହାର ଲୋକମାନଙ୍କ ସହ ସାକ୍ଷାତ କରିବାକୁ ଚାହୁଁ ନାହାନ୍ତି। ସୂଚନାଦାତା କହିଛନ୍ତି, ବ୍ୟକ୍ତି ଜଣଙ୍କ ପାଖାପାଖି ୨୨ ବର୍ଷ ଧରି ଜଙ୍ଗଲରେ ଏକାକୀ ରହୁଛନ୍ତି। ବ୍ରାଜିଲ୍‌ର ଇଣ୍ଡିଆନ୍‌ ଫାଉଣ୍ଡେସନ୍‌ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସେହି ବ୍ୟକ୍ତିଙ୍କର ଏକ ଦୁର୍ଲଭ ଫଟୋ କଏଦ ହୋଇଥିଲା। ଦୂରରୁ ନିଆଯାଇଥିବା ଏହି ଫଟୋରେ ବ୍ୟକ୍ତି ଜଣଙ୍କ ଗଛ କାଟୁଥିବା ନଜର ଆସିଥିଲେ। ଶେଷଥର ଏହି ବ୍ୟକ୍ତି ବଞ୍ଚିଥିବାର ପ୍ରମାଣ ମେ’ ମାସରେ ମିଳିଥିଲା।  ଭିଡିଓ ଜାରି କରିବା ପୂର୍ବରୁ ବ୍ୟକ୍ତିଙ୍କର ଏକ ଫଟୋ ୧୯୯୦ରେ ଜଣେ ଭିଡିଓ ବୃତ୍ତଚିତ୍ର ନିର୍ମାତା ନେଇଥିଲେ। ଯେଉଁଥିରେ ବ୍ୟକ୍ତି ଜଣଙ୍କ ଚେହେରା ପତ୍ର ପଛରେ ଲୁଚିଥିବାର ଦେଖିବାକୁ ମିଳିଥିଲା।

ଏବେ ଭାଇରାଲ୍‌ ହୋଇଥିବା ଏହି ବ୍ୟକ୍ତିଙ୍କର ଫୁଟେଜ୍ ୨୦୧୧ ମସିହାରେ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story